Matthew 28:4 — Compare Translations

7 translations compared side by side

Odia - 1840
"କବଲକୁ ଜଗି ରହିଥିବା ସୈନ୍ଯମାନେ ସ୍ବର୍ଗଦୂତଙ୍କୁ ଦେଖି ଡ଼ରିଗଲେ। ସମାନେେ ଭୟ ରେ ଥରିବାକୁ ଲାଗିଲେ। ସମାନେେ ମୃତ ପ୍ରାୟ ହାଇଗେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣିତାଙ୍କ ଭୟରେ ପ୍ରହରୀମାନେ କମ୍ପମାନ ହୋଇ ମୃତବତ୍ ହେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପ୍ରହରୀମାନେ ଭୟରେ କମ୍ପିଲେ ଓ ମୃତବତ୍ ଅବଶ ହୋଇ ପଡ଼ିଲେ।
Odia Bible ERV 2004 (ପବିତ୍ର ବାଇବଲ)
କବରକୁ ଜଗି ରହିଥିବା ସୈନ୍ୟମାନେ ସ୍ୱର୍ଗଦୂତଙ୍କୁ ଦେଖି ଡରିଗଲେ। ସେମାନେ ଭୟରେ ଥରିବାକୁ ଲାଗିଲେ। ସେମାନେ ମୃତ ପ୍ରାୟ ହୋଇଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ତାହାଙ୍କ ଭୟରେ ପ୍ରହରୀମାନେ କମ୍ପମାନ ହୋଇ ମୃତବ୍ୟକ୍ତିମାନଙ୍କ ପରି ହେଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ତାହାଙ୍କ ଭୟରେ ପ୍ରହରୀମାନେ କମ୍ପମାନ ହୋଇ ମୃତବ୍ୟକ୍ତିମାନଙ୍କ ପରି ହେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ರಾಕ್ವಾಲಿ ಭಿಂಯಾಲೆ ಅನಿ ಮರಲ್ಲ್ಯಾ ಸರ್ಕೆ ಹೊವ್ನ್ ಪಡ್ಲೆ.