Matthew 4:15 — Compare Translations
7 translations compared side by side
Odia - 1840
"ସବୂଲୂନ ଓ ନପ୍ତାଲୀ ପ୍ରଦେଶ, ସମୁଦ୍ର ରାସ୍ତାର ନିକଟସ୍ଥ ୟର୍ଦ୍ଦନ ନଦୀର ପରପାରିସ୍ଥ ଗାଲୀଲୀର ଏକ ଅଣଯିହୂଦୀ ପ୍ରଦେଶ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସବୂଲୂନ ଦେଶ ଓ ନପ୍ତାଲି ଦେଶ, ସମୁଦ୍ର ନିକଟବର୍ତ୍ତୀ ଓ ଯର୍ଦ୍ଦନର ଅପର ପାର୍ଶ୍ଵସ୍ଥ ବିଜାତିମାନଙ୍କ ଗାଲିଲୀ,
Odia BSI (ପବିତ୍ର ବାଇବଲ (CL) NT (BSI))
“ଯର୍ଦ୍ଦନ ନଦୀ ସେ ପାରିରେ ସମୁଦ୍ରକୁ ପଡ଼ିଥିବା ରାସ୍ତା ଉପରେ ଅବସ୍ଥିତ ଜବୂଲନ ଓ ନଫ୍ତାଲୀ ଦେଶ ଦ୍ୱୟ ଓ ବିଜାତୀୟମାନଙ୍କର ଗାଲିଲୀ!
Odia Bible ERV 2004 (ପବିତ୍ର ବାଇବଲ)
“ସବୂଲୂନ ଓ ନପ୍ତାଲି ପ୍ରଦେଶ, ସମୁଦ୍ର ରାସ୍ତାର ନିକଟସ୍ଥ ଯର୍ଦ୍ଦନ ନଦୀର ପରପାରିସ୍ଥ ଗାଲିଲୀର ଏକ ଅଣଯିହୂଦୀ ପ୍ରଦେଶ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ସବୂଲୂନ ଦେଶ ଓ ନପ୍ତାଲି ଦେଶ, ସମୁଦ୍ର ନିକଟବର୍ତ୍ତୀ ଓ ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱସ୍ଥ ଅଣଯିହୁଦୀମାନଙ୍କ ଗାଲିଲୀ,
Odia IRV 2017 (ଓଡିଆ ବାଇବେଲ)
ସବୂଲୂନ ଦେଶ ଓ ନପ୍ତାଲି ଦେଶ, ସମୁଦ୍ର ନିକଟବର୍ତ୍ତୀ ଓ ଯର୍ଦନର ଅପର ପାର୍ଶ୍ୱସ୍ଥ ଅଣଯିହୂଦୀମାନଙ୍କ ଗାଲିଲୀ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಸಮುಂದರಾಚ್ಯಾ ರಸ್ತ್ಯಾ ವರ್ತಿ ಜೊರ್ದಾನ್ ನ್ಹಯ್ಚ್ಯಾ ತಿಕುಲ್ಯಾ ಬಾಜುಕ್ ಹೊತ್ತ್ಯಾ ಜಬುಲುನ್ ಅನಿ ನಫ್ತಾಲಿಚ್ಯಾ ಪ್ರಾಂತ್ಯಾ, ಜುದೆವ್ ನ್ಹಯ್ ಹೊತ್ತ್ಯಾ ಲೊಕಾಂಚ್ಯಾ ಗಾಲಿಲಿಯಾ!