Matthew 5:31 — Compare Translations
7 translations compared side by side
Odia - 1840
"ଏକଥା ମଧ୍ଯ କୁହାୟାଇଛି ଯେ, ' ଯେଉଁ ଲୋକ ତାର ପତ୍ନୀକୁ ଛାଡପତ୍ର ଦିଏ, ସେ ତା ପତ୍ନୀକୁ ଛାଡପତ୍ର ପାଇଁ ଲିଖିତ ରୁପରେ ଗୋଟିଏ ସୂଚନା ଦବେ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆହୁରି ଉକ୍ତ ଅଛି, ଯେକେହି ଆପଣା ସ୍ତ୍ରୀକି ପରିତ୍ୟାଗ କରେ, ସେ ତାହାକୁ ତ୍ୟାଗପତ୍ର ଦେଉ ।
Odia BSI (ପବିତ୍ର ବାଇବଲ (CL) NT (BSI))
“‘ଯଦି କେହି ନିଜ ସ୍ତ୍ରୀକୁ ପରିତ୍ୟାଗ କରିବାକୁ ଚାହେଁ, ସେ ତାକୁ ଲିଖିତ ଆକାରରେ ଗୋଟିଏ ଛାଡ଼ପତ୍ର ଦେଉ’ ଏ ଶିକ୍ଷା ତୁମ୍ଭେମାନେ ଆଗରୁ ପାଇଛ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ଛାଡ଼ପତ୍ର ସମ୍ବନ୍ଧରେ ଶିକ୍ଷା ଦିଅନ୍ତି “ଏ କଥା ମଧ୍ୟ କୁହାଯାଇଛି ଯେ, ‘ଯେଉଁ ଲୋକ ତା’ର ପତ୍ନୀକୁ ଛାଡ଼ପତ୍ର ଦିଏ, ସେ ତା’ ପତ୍ନୀକୁ ଛାଡ଼ପତ୍ର ପାଇଁ ଲିଖିତ ରୂପରେ ଗୋଟିଏ ସୂଚନା ଦେବ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆହୁରି ଉକ୍ତ ଅଛି, ‘ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରେ, ସେ ତାହାକୁ ଛାଡ଼ପତ୍ର ଦେଉ।’
Odia IRV 2017 (ଓଡିଆ ବାଇବେଲ)
ଆହୁରି ଉକ୍ତ ଅଛି, ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରେ, ସେ ତାହାକୁ ଛାଡ଼ପତ୍ର ଦେଉ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕೊನ್ ತರ್ ಎಕ್ಲೊ ಅಪ್ನಾಚ್ಯಾ ಬಾಯ್ಕೊಕ್ ಸೊಡುಚೆ ಜಾಲ್ಯಾರ್ ಸೊಡ್ ಪತ್ತರ್ ಲಿವ್ನ್ ದಿವ್ನ್ ಸೊಡುಕ್ ಹೊತಾ, ಮನುನ್ ಸಾಂಗಲ್ಲೆ ಹಾಯ್.