Matthew 5:43 — Compare Translations
7 translations compared side by side
Odia - 1840
"ତୁମ୍ଭେ ଶୁଣିଛ ଯେ ଏକଥା କୁହା ଯାଇଛି: 'ତୁମ୍ଭର ପଡ଼ୋଶୀଙ୍କୁ ପ୍ ରମେ କର ଓ ଶତୃମାନଙ୍କୁ ଘୃଣା କର।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ତୁମ୍ଭର ପ୍ରତିବାସୀକି ପ୍ରେମ କର ଓ ତୁମ୍ଭର ଶତ୍ରୁକୁ ଘୃଣା କର ।
Odia BSI (ପବିତ୍ର ବାଇବଲ (CL) NT (BSI))
“‘ବନ୍ଧୁମାନଙ୍କୁ ପ୍ରେମ କର, ଶତ୍ରୁମାନଙ୍କୁ ଘୃଣା କର।’ ଏହି ଶିକ୍ଷା ପୂର୍ବରୁ ଶୁଣିଛ।
Odia Bible ERV 2004 (ପବିତ୍ର ବାଇବଲ)
ସମସ୍ତଙ୍କୁ ପ୍ରେମ କର “ତୁମ୍ଭେ ଶୁଣିଛ ଯେ ଏ କଥା କୁହାଯାଇଛି: ‘ତୁମ୍ଭର ପଡ଼ୋଶୀଙ୍କୁ ପ୍ରେମ କର ଓ ଶତ୍ରୁମାନଙ୍କୁ ଘୃଣା କର।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ‘ତୁମ୍ଭର ପ୍ରତିବାସୀକୁ ପ୍ରେମ କର ଓ ତୁମ୍ଭର ଶତ୍ରୁକୁ ଘୃଣା କର।’
Odia IRV 2017 (ଓଡିଆ ବାଇବେଲ)
ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ତୁମ୍ଭର ପ୍ରତିବାସୀକୁ ପ୍ରେମ କର ଓ ତୁମ୍ଭର ଶତ୍ରୁକୁ ଘୃଣା କର ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ತುಮ್ಚ್ಯಾ ದೊಸ್ತಾಂಚೊ ಪ್ರೆಮ್ ಕರ್ ಅನಿ ತುಮ್ಚ್ಯಾ ದುಸ್ಮನಾಕ್ನಿ ಬರೆ ಕರುನಕಾಸಿ ಮನುನ್ ಸಾಂಗಲ್ಲೆ ತುಮಿ ಆಯಿಕ್ಲ್ಯಾಶಿ;