Matthew 6:20 — Compare Translations

7 translations compared side by side

Odia - 1840
"ବରଂ ନିଜ ପାଇଁ ସ୍ବର୍ଗ ରେ ଧନ ସଞ୍ଚୟ କର। ସଠାେରେ ତାକୁ ପୋକ କି କଳଙ୍କ ନଷ୍ଟ କରି ପାରିବ ନାହିଁ। ସଠାେରେ ଚୋର ବି ସିନ୍ଧି କାଟି ସହେିଧନ ଗ୍ଭରୋଇ କରି ନଇେ ପାରିବ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାତ୍ର ଯେଉଁଠାରେ କୀଟ ଓ କଳଙ୍କ କ୍ଷୟ ନ କରେ ଏବଂ ଚୋରମାନେ ସିନ୍ଧି କାଟି ଚୋରି ନ କରନ୍ତି, ଏପରି ସ୍ଵର୍ଗରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର,
Odia BSI (ପବିତ୍ର ବାଇବଲ (CL) NT (BSI))
ବରଂ ସ୍ୱର୍ଗରେ ତୁମ ପାଇଁ ଧନ ସଞ୍ଚୟ କର। ସେଠାରେ ଘୂଣ ବା କଳଙ୍କ କିଛି କ୍ଷତି କରି ପାରିବ ନାହିଁ କିମ୍ବା ଚୋରମାନେ ପଶି ଧନ ଲୁଟି ନେଇପାରିବେ ନାହିଁ। ସାବଧାନ!
Odia Bible ERV 2004 (ପବିତ୍ର ବାଇବଲ)
ବରଂ ନିଜ ପାଇଁ ସ୍ୱର୍ଗରେ ଧନ ସଞ୍ଚୟ କର, ସେଠାରେ ତାକୁ ପୋକ କି କଳଙ୍କ ମଧ୍ୟ ନଷ୍ଟ କରି ପାରିବ ନାହିଁ। ସେଠାରେ ଗ୍ଭେର ବି ସିନ୍ଧି କାଟି ସେହିଧନ ଗ୍ଭେରାଇ କରି ନେଇ ପାରିବ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାତ୍ର ଯେଉଁଠାରେ କୀଟ ଓ କଳଙ୍କ ନଷ୍ଟ ନ କରେ ଏବଂ ଚୋରମାନେ ସିନ୍ଧି କାଟି ଚୋରି ନ କରନ୍ତି, ଏପରି ସ୍ୱର୍ଗରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର,
Odia IRV 2017 (ଓଡିଆ ବାଇବେଲ)
ମାତ୍ର ଯେଉଁଠାରେ କୀଟ ଓ କଳଙ୍କ ନଷ୍ଟ ନ କରେ ଏବଂ ଚୋରମାନେ ସିନ୍ଧି କାଟି ଚୋରି ନ କରନ୍ତି, ଏପରି ସ୍ୱର୍ଗରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆಮನುನ್, ಸರ್‍ಗಾ ವರ್‍ತಿ ತುಮ್ಚೆ ಬದಿಕ್ ಗೊಳಾ ಕರುನ್ ಥವಾ, ಥೈ ವಾಳ್ಟಿ ಲಾಗಿನಾ ಅನಿ ಜಂಗ್‍ಲಾಗುನ್ ಹಾಳ್ ಹೊಯ್ನಾ, ಅನಿ ಚೊರಾನಿ ಫೊಡುನ್ ಕಾಡುನ್ ಚೊರುನ್ ಘೆವ್ನ್ ಜಾವ್ಕ್ ಹೊಯ್ನಾ.