Matthew 6:22 — Compare Translations

7 translations compared side by side

Odia - 1840
"ଆଖି ଶରୀର ପାଇଁ ଆଲୋକ ସ୍ବରୂପ। ଏଣୁ ତୁମ୍ଭ ଆଖି ଯଦି ଠିକ୍ ଥିବ, ତବେେ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ଆଲୋକମୟ ହବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଚକ୍ଷୁ ଶରୀରର ପ୍ରଦୀପ । ଏଣୁ ତୁମ୍ଭର ଚକ୍ଷୁ ଯେବେ ନିର୍ମଳ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ।
Odia BSI (ପବିତ୍ର ବାଇବଲ (CL) NT (BSI))
“ଚକ୍ଷୁ ଶରୀରର ପ୍ରଦୀପ ସ୍ୱରୂପ। ଚକ୍ଷୁ ସ୍ୱଚ୍ଛ ଥିଲେ, ଶରୀର ଆଲୋକରେ ପୂରି ଉଠିବ।
Odia Bible ERV 2004 (ପବିତ୍ର ବାଇବଲ)
“ଆଖି ଶରୀର ପାଇଁ ଆଲୋକ ସ୍ୱରୂପ। ଏଣୁ ତୁମ୍ଭ ଆଖି ଯଦି ଠିକ୍ ଥିବ, ତେବେ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ଆଲୋକମୟ ହେବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଚକ୍ଷୁ ଶରୀରର ପ୍ରଦୀପ। ଏଣୁ ତୁମ୍ଭର ଚକ୍ଷୁ ଯେବେ ନିର୍ମଳ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ।
Odia IRV 2017 (ଓଡିଆ ବାଇବେଲ)
ଚକ୍ଷୁ ଶରୀରର ପ୍ରଦୀପ । ଏଣୁ ତୁମ୍ଭର ଚକ୍ଷୁ ଯେବେ ନିର୍ମଳ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಡೊಳೆ ಆಂಗಾಕ್ ದಿವೆ ಹೊತ್ತ್ಯಾ ಸರ್ಕೆ, ತುಮ್ಚೆ ಡೊಳೆ ಜರ್ ಬರೆ ಹಾತ್ ತರ್ ತುಮ್ಚ್ಯಾ ಸಗ್ಳ್ಯಾ ಆಂಗ್‌ಬರ್ ಉಜ್ವೊಡ್ ರ್‍ಹಾತಾ;