Matthew 8:14 — Compare Translations

7 translations compared side by side

Odia - 1840
"ଯୀଶୁ ପିତରଙ୍କ ଘ ରେ ପହନ୍ଚିଲେ। ସେ ଦେଖିଲେ ଯେ ପିତରଙ୍କ ଶାଶୁ ଭୀଷଣ ଜ୍ବର ରେ ପୀଡିତ ହାଇେ ବିଛଣା ରେ ପଡିଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ଯୀଶୁ ପିତରଙ୍କ ଗୃହକୁ ଆସି ତାଙ୍କ ଶାଶୁଙ୍କୁ ଜ୍ଵରରେ ଶଯ୍ୟାଗତା ଥିବା ଦେଖିଲେ;
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ପିତରଙ୍କ ଘରକୁ ଯାଇ ଦେଖିଲେ, ପିତରଙ୍କ ଶାଶୁ ଜ୍ୱରରେ ପୀଡ଼ିତ ହୋଇ ଶଯ୍ୟାଶୟୀ ହୋଇଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କଲେ ଯୀଶୁ ପିତରଙ୍କ ଘରେ ପହଞ୍ଚିଲେ। ସେ ଦେଖିଲେ ଯେ ପିତରଙ୍କ ଶାଶୁ ଭୀଷଣ ଜ୍ୱରରେ ପୀଡ଼ିତ ହୋଇ ବିଛଣାରେ ପଡ଼ିଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ଯୀଶୁ ପିତରଙ୍କ ଘରକୁ ଆସି ତାହାଙ୍କ ଶାଶୁଙ୍କୁ ଜ୍ୱରରେ ଶଯ୍ୟାଗତା ଥିବା ଦେଖିଲେ;
Odia IRV 2017 (ଓଡିଆ ବାଇବେଲ)
ପରେ ଯୀଶୁ ପିତରଙ୍କ ଘରକୁ ଆସି ତାହାଙ୍କ ଶାଶୁଙ୍କୁ ଜ୍ୱରରେ ଶଯ୍ୟାଗତା ଥିବା ଦେଖିଲେ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾನಾ ಜೆಜು ಪೆದ್ರುಚ್ಯಾ ಘರಾಕ್ ಗೆಲೊ, ಥೈ ಪೆದ್ರುಚಿ ಮಾಮಿ ತಾಪ್ ಯೆವ್ನ್ ಹಾತ್ರಾನಾತ್ ನಿಜಲ್ಲೆ ಹೊತ್ತೆ ತೆನಿ ಬಗಟ್ಲ್ಯಾನ್.