Matthew 9:32 — Compare Translations

7 translations compared side by side

Odia - 1840
"ସେ ଅନ୍ଧ ଦୁଇଜଣ ଗଲାପରେ କେତକେ ଲୋକ ଯୀଶୁଙ୍କ ପାଖକୁ ଆଉ ଜଣେ ଲୋକକୁ ଆଣିଲେ। ସେ କଥା କହି ପିରୁ ନଥିଲା। କାରଣ ତା ଦହେ ରେ ଭୂତ ପ୍ରବେଶ କରି ରହିଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନେ ବାହାରିଯାଉଥିବା ସମୟରେ, ଦେଖ, ଲୋକେ ଜଣେ ମୂକ ଭୂତଗ୍ରସ୍ତକୁ ତାହାଙ୍କ ପାଖକୁ ଆଣିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ଚାଲିଗଲାବେଳେ କେତେକ ଲୋକ ଜଣେ ମୂକକୁ ଯୀଶୁଙ୍କ ନିକଟକୁ ଆଣିଲେ। ତାକୁ ଭୂତ ଧରିଥିବାରୁ ସେ ମୂକ ହୋଇ ଯାଇଥିଲା।
Odia Bible ERV 2004 (ପବିତ୍ର ବାଇବଲ)
ସେ ଅନ୍ଧ ଦୁଇଜଣ ଗଲାପରେ କେତେକ ଲୋକ ଯୀଶୁଙ୍କ ପାଖକୁ ଆଉ ଜଣେ ଲୋକକୁ ଆଣିଲେ। ସେ କଥା କହି ପାରୁ ନ ଥିଲା। କାରଣ ତା ଦେହରେ ଭୂତ ପ୍ରବେଶ କରି ରହିଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ ବାହାରିଯାଉଥିବା ସମୟରେ, ଦେଖ, ଲୋକେ ଜଣେ ମୂକ ଭୂତଗ୍ରସ୍ତକୁ ତାହାଙ୍କ ପାଖକୁ ଆଣିଲେ।
Odia IRV 2017 (ଓଡିଆ ବାଇବେଲ)
ସେମାନେ ବାହାରିଯାଉଥିବା ସମୟରେ, ଦେଖ, ଲୋକେ ଜଣେ ମୂକ ଭୂତଗ୍ରସ୍ତକୁ ତାହାଙ୍କ ପାଖକୁ ଆଣିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಿ ಡೊಳ್ಯಾಂಚಿ ದಿಸ್ಟ್ ಯೆಲ್ಲಿ ಮಾನ್ಸಾ ಗೆಲ್ಲ್ಯಾ ತನ್ನಾ ಉಲ್ಲ್ಯಾ ಲೊಕಾನಿ ಎಕ್ ಮುಕ್ಕ್ಯಾ ಮಾನ್ಸಾಕ್ ಜೆಜುಕ್ಡೆ ಘೆವ್ನ್ ಯೆಲ್ಯಾನಿ, ತೆಕಾ ಗಿರೊಲಾಗಲ್ಲೊ.