Micah 1:13 — Compare Translations

5 translations compared side by side

Odia - 1840
"ହେ ଲାଖୀଶର ନିବାସୀଗଣ, ଦ୍ରୁତଗାମୀ ଅଶ୍ବକୁ ନଇେ ରଥରେ ବାନ୍ଧି। ସିଯୋନର ପାପ ଲାଖୀଶ ରେ ଆରମ୍ଭ ହେଲା, କାରଣ ତୁମ୍ଭମାନେେ ଇଶ୍ରାୟେଲର ପାପକୁ ଅନୁସରଣ କଲ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ଲାଖୀଶ୍ ନିବାସିନୀ, ତୁମ୍ଭେ ରଥରେ ଦ୍ରୁତଗାମୀ ଅଶ୍ଵ ଯୋଚ; ସେ ସିୟୋନ-କନ୍ୟା ପ୍ରତି ଆଦ୍ୟ ପାପ ସ୍ଵରୂପ ଥିଲା; କାରଣ ଇସ୍ରାଏଲର ଆଜ୍ଞାଲଙ୍ଘନସକଳ ତୁମ୍ଭ ମଧ୍ୟରେ ଦେଖାଗଲା ।
Odia Bible ERV 2004 (ପବିତ୍ର ବାଇବଲ)
ହେ ଲାଖୀ‌‌ଶ୍‌‌ର ନିବାସୀଗଣ, ଦ୍ରୁତଗାମୀ ଅଶ୍ୱକୁ ନେଇ ରଥରେ ବାନ୍ଧ। ସିୟୋନର ପାପ ଲାଖୀ‌‌ଶ୍‌‌ରେ ଆରମ୍ଭ ହେଲା, କାରଣ ତୁମ୍ଭେମାନେ ଇସ୍ରାଏଲର ପାପକୁ ଅନୁସରଣ କଲ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ଲାଖୀଶ୍‍ ନିବାସିନୀ, ତୁମ୍ଭେ ରଥରେ ଦ୍ରୁତଗାମୀ ଅଶ୍ୱ ଯୋଚ; ସେ ସିୟୋନ-କନ୍ୟା ପ୍ରତି ଆଦ୍ୟ ପାପ ସ୍ୱରୂପ ଥିଲା; କାରଣ ଇସ୍ରାଏଲର ଆଜ୍ଞା-ଲଙ୍ଘନସକଳ ତୁମ୍ଭ ମଧ୍ୟରେ ଦେଖାଗଲା।
Odia IRV 2017 (ଓଡିଆ ବାଇବେଲ)
ହେ ଲାଖୀଶ୍‍ ନିବାସିନୀ, ତୁମ୍ଭେ ରଥରେ ଦ୍ରୁତଗାମୀ ଅଶ୍ୱ ଯୋଚ; ସେ ସିୟୋନ-କନ୍ୟା ପ୍ରତି ଆଦ୍ୟ ପାପ ସ୍ୱରୂପ ଥିଲା; କାରଣ ଇସ୍ରାଏଲର ଆଜ୍ଞା-ଲଙ୍ଘନସକଳ ତୁମ୍ଭ ମଧ୍ୟରେ ଦେଖାଗଲା।