Micah 7:4 — Compare Translations
5 translations compared side by side
Odia - 1840
"ଏପରିକି ସମାନଙ୍କେ ମଧିଅରେ ଯେ ସର୍ବୋତ୍ତମ ସେ ବୁଦା ରେ କଣ୍ଟକ ସଦୃଶ। ଆଉ ସବୁଠାରୁ ସରଳ ବ୍ଯକ୍ତି ଅଧିକ ଜଟିଳ ଓ କଣ୍ଟାବାଡ ରେ କଣ୍ଟକ ସଦୃଶ ଅଟେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନଙ୍କ ମଧ୍ୟରେ ସବୁଠାରୁ ଉତ୍ତମ ଲୋକ କାନକୋଳି ବୃକ୍ଷ ତୁଲ୍ୟ; ସବୁଠାରୁ ସରଳ ଲୋକ କଣ୍ଟାବାଡ଼ ଅପେକ୍ଷା ମନ୍ଦ; ତୁମ୍ଭ ପ୍ରହରୀଗଣର ଦିନ ଓ ତୁମ୍ଭର ଦଣ୍ତ ଉପସ୍ଥିତ; ଏବେ ସେମାନଙ୍କର ବ୍ୟାକୁଳତା ଜନ୍ମିବ ।
Odia Bible ERV 2004 (ପବିତ୍ର ବାଇବଲ)
ଏପରିକି ସେମାନଙ୍କ ମଧ୍ୟରେ ଯେ ସର୍ବୋତ୍ତମ ସେ ବୁଦାରେ କଣ୍ଟକ ସଦୃଶ। ଆଉ ସବୁଠାରୁ ସରଳ ବ୍ୟକ୍ତି ଅଧିକ ଜଟିଳ ଓ କଣ୍ଟାବାଡ଼ରେ କଣ୍ଟକ ସଦୃଶ ଅଟେ। ଶାସ୍ତିବିଧାନର ଦିନ ଆସୁଛି ତୁମ୍ଭର ଭବିଷ୍ୟଦ୍ବକ୍ତା କହିଲେ ତୁମ୍ଭ ପ୍ରହରୀମାନଙ୍କ ଦଣ୍ତ ପାଇବା ଦିନ ଆସିଛି। ବର୍ତ୍ତମାନ ତୁମ୍ଭେମାନେ ଦଣ୍ତିତ ହେବ ଓ ବ୍ୟାକୁଳ ହେବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନଙ୍କ ମଧ୍ୟରେ ସବୁଠାରୁ ଉତ୍ତମ ଲୋକ କାନକୋଳି ବୃକ୍ଷ ତୁଲ୍ୟ; ସବୁଠାରୁ ସରଳ ଲୋକ କଣ୍ଟାବାଡ଼ ଅପେକ୍ଷା ମନ୍ଦ; ତୁମ୍ଭ ପ୍ରହରୀଗଣର ଦିନ ଓ ତୁମ୍ଭର ଦଣ୍ଡ ଉପସ୍ଥିତ; ଏବେ ସେମାନଙ୍କର ବ୍ୟାକୁଳତା ଜନ୍ମିବ।
Odia IRV 2017 (ଓଡିଆ ବାଇବେଲ)
ସେମାନଙ୍କ ମଧ୍ୟରେ ସବୁଠାରୁ ଉତ୍ତମ ଲୋକ କାନକୋଳି ବୃକ୍ଷ ତୁଲ୍ୟ; ସବୁଠାରୁ ସରଳ ଲୋକ କଣ୍ଟାବାଡ଼ ଅପେକ୍ଷା ମନ୍ଦ; ତୁମ୍ଭ ପ୍ରହରୀଗଣର ଦିନ ଓ ତୁମ୍ଭର ଦଣ୍ଡ ଉପସ୍ଥିତ; ଏବେ ସେମାନଙ୍କର ବ୍ୟାକୁଳତା ଜନ୍ମିବ।