Micah 7:6 — Compare Translations

5 translations compared side by side

Odia - 1840
"ତୁମ୍ଭ ନିଜ ପରିବାରର ଲୋକେ ତୁମ୍ଭର ଶତୃ ପାଲଟିବେ। ପୁଅ ତାଙ୍କର ବାପାଙ୍କୁ ଅସମ୍ମାନ କରିବ, କନ୍ଯା ମାଆର ବିରୁଦ୍ଧ ରେ ୟିବ ଓ ବୋହୂ ଶାଶୁର ବିରୁଦ୍ଧ ରେ କାର୍ୟ୍ଯ କରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ପୁତ୍ର ପିତାକୁ ଅମାନ୍ୟ କରେ, କନ୍ୟା ଆପଣା ମାତାର ବିରୁଦ୍ଧରେ, ପୁତ୍ରବଧୂ ଆପଣା ଶାଶୁର ବିରୁଦ୍ଧରେ ଉଠେ; ଆପଣା ପରିବାରର ଲୋକେ ମନୁଷ୍ୟର ଶତ୍ରୁ ହୁଅନ୍ତି ।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭ ନିଜ ପରିବାରର ଲୋକେ ତୁମ୍ଭର ଶତ୍ରୁ ପାଲଟିବେ। ପୁଅ ତାଙ୍କର ବାପାଙ୍କୁ ଅସମ୍ମାନ କରିବ, କନ୍ୟା ମାର ବିରୁଦ୍ଧରେ ଯିବ ଓ ବୋହୂ ଶାଶୁର ବିରୁଦ୍ଧରେ କାର୍ଯ୍ୟ କରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ପୁତ୍ର ପିତାକୁ ଅମାନ୍ୟ କରେ, କନ୍ୟା ଆପଣା ମାତାର ବିରୁଦ୍ଧରେ, ପୁତ୍ରବଧୂ ଆପଣା ଶାଶୁର ବିରୁଦ୍ଧରେ ଉଠେ; ଆପଣା ପରିବାରର ଲୋକେ ମନୁଷ୍ୟର ଶତ୍ରୁ ହୁଅନ୍ତି।
Odia IRV 2017 (ଓଡିଆ ବାଇବେଲ)
କାରଣ ପୁତ୍ର ପିତାକୁ ଅମାନ୍ୟ କରେ, କନ୍ୟା ଆପଣା ମାତାର ବିରୁଦ୍ଧରେ, ପୁତ୍ରବଧୂ ଆପଣା ଶାଶୁର ବିରୁଦ୍ଧରେ ଉଠେ; ଆପଣା ପରିବାରର ଲୋକେ ମନୁଷ୍ୟର ଶତ୍ରୁ ହୁଅନ୍ତି।