Nahum 3:2 — Compare Translations
5 translations compared side by side
Odia - 1840
"ତୁମ୍ଭେ ଗ୍ଭବୁକ ପ୍ରହାରର ଶଦ୍ଦ, ଚକ୍ର ଘୂରିବା ଶଦ୍ଦ, ଘୋଡାର ଟାପୁ ଶଦ୍ଦ ଏବଂ ରଥର ଗ୍ଭଳନା ଶଦ୍ଦ ଶୁଣି ପାରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କୋରଡ଼ାର ଶଦ୍ଦ, ଚକ୍ରସମୂହର ଘର ଘର ଶଦ୍ଦ; ନାଚିବା ଅଶ୍ଵଗଣ ଓ କୁଦିବା ରଥ;
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେ ଗ୍ଭବୁକ ପ୍ରହାରର ଶବ୍ଦ, ଚକ୍ର ଘୂରିବା ଶବ୍ଦ, ଘୋଡ଼ାର ଟାପୁ ଶବ୍ଦ ଏବଂ ରଥର ଗ୍ଭଳନା ଶବ୍ଦ ଶୁଣି ପାରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କୋରଡ଼ାର ଶବ୍ଦ, ଚକ୍ରସମୂହର ଘର ଘର ଶବ୍ଦ; ନାଚିବା ଅଶ୍ୱଗଣ ଓ କୁଦିବା ରଥ;
Odia IRV 2017 (ଓଡିଆ ବାଇବେଲ)
କୋରଡ଼ାର ଶବ୍ଦ, ଚକ୍ରସମୂହର ଘର ଘର ଶବ୍ଦ; ନାଚିବା ଅଶ୍ୱଗଣ ଓ କୁଦିବା ରଥ;