Nehemiah 10:1 — Compare Translations
5 translations compared side by side
Odia - 1840
"ଏହି ଚୁକ୍ତି ପତ୍ରଗୁଡିକ ଏହିସହୁ ଅଧିକାରୀଙ୍କ ମାହେର ରେ ସ୍ବାକ୍ଷରିତ ହାଇେଥିଲା। ଯଥା:- ରାଜ୍ଯପାଳ ନିହମିଯା ହଖଲିଯଙ୍କ ପୁତ୍ର ସିଦିକିଯ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୋହରାଙ୍କନକାରୀମାନଙ୍କ ନାମ ଏହି, ଯଥା, ହଖଲୀୟର ପୁତ୍ର ନିହିମୀୟା ଶାସନକର୍ତ୍ତା ଓ ସିଦିକୀୟ;
Odia Bible ERV 2004 (ପବିତ୍ର ବାଇବଲ)
ଏହି ଚୁକ୍ତି ପତ୍ରଗୁଡ଼ିକ ଏହିସବୁ ଅଧିକାରୀଙ୍କ ମୋହରରେ ସ୍ୱାକ୍ଷରିତ ହୋଇଥିଲା। ଯଥା: ରାଜ୍ୟପାଳ ନିହିମିୟା ହଖଲିୟଙ୍କ ପୁତ୍ର। ସିଦିକିୟ,
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୋହରାଙ୍କନକାରୀମାନଙ୍କ ନାମ ଏହି, ଯଥା, ହଖଲୀୟର ପୁତ୍ର ନିହିମୀୟା ଶାସନକର୍ତ୍ତା ଓ ସିଦିକୀୟ;
Odia IRV 2017 (ଓଡିଆ ବାଇବେଲ)
ମୋହରାଙ୍କନକାରୀମାନଙ୍କ ନାମ ଏହି, ଯଥା, ହଖଲୀୟର ପୁତ୍ର ନିହିମୀୟା ଶାସନକର୍ତ୍ତା ଓ ସିଦିକୀୟ;