Nehemiah 11:31 — Compare Translations
5 translations compared side by side
Odia - 1840
"ବିନ୍ଯାମୀନ ସନ୍ତାନଗଣ ମଧ୍ଯ ଗବୋଠାରୁ ମିକ୍ମସ୍ ଓ ଅଯା ରେ, ବୈଥଲେ ଓ ତହିଁର ପାଶର୍ବବର୍ତ୍ତୀ ଗ୍ରାମଗୁଡିକରେ ବାସ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବିନ୍ୟାମୀନ-ସନ୍ତାନଗଣ ମଧ୍ୟ ଗେବାଠାରୁ ଆଗକୁ, ମିକ୍ମସ୍ ଓ ଅୟାରେ, ବୈଥେଲ୍ ଓ ତହିଁର ଉପନଗରରେ;
Odia Bible ERV 2004 (ପବିତ୍ର ବାଇବଲ)
ବିନ୍ୟାମୀନ ସନ୍ତାନଗଣ ମଧ୍ୟ ଗେବାଠାରୁ ମିକ୍ମସ୍ ଓ ଅୟାରେ, ବୈଥେଲ୍ ଓ ତହିଁର ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକରେ ବାସ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବିନ୍ୟାମୀନ୍-ସନ୍ତାନଗଣ ମଧ୍ୟ ଗେବାଠାରୁ ଆଗକୁ, ମିକ୍ମସ୍ ଓ ଅୟାରେ, ବେଥେଲ୍ ଓ ତହିଁର ଉପନଗରରେ;
Odia IRV 2017 (ଓଡିଆ ବାଇବେଲ)
ବିନ୍ୟାମୀନ୍-ସନ୍ତାନଗଣ ମଧ୍ୟ ଗେବାଠାରୁ ଆଗକୁ, ମିକ୍ମସ୍ ଓ ଅୟାରେ, ବେଥେଲ୍ ଓ ତହିଁର ଉପ ନଗରରେ;