Nehemiah 12:15 — Compare Translations

5 translations compared side by side

Odia - 1840
"ଅଦନ୍, ହାରିମ ପରିବାରର ମୁଖ୍ଯ ଥିଲେ। ହିଲ୍କିଯ ମରାଯୋତ ପରିବାରର ମୁଖ୍ଯ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହାରିମ-ବଂଶର ଅଦନ୍; ମରାୟୋତ-ବଂଶର ହିଲ୍‍କୟ;
Odia Bible ERV 2004 (ପବିତ୍ର ବାଇବଲ)
ଅଦନ୍, ହାରିମ ପରିବାରର ମୁଖ୍ୟ ଥିଲେ। ହି‌ଲ୍‌‌‌କିୟ, ମରାୟୋତ ପରିବାରର ମୁଖ୍ୟ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହାରୀମ-ବଂଶର ଅଦନ୍‍; ମରାୟୋତ୍‍-ବଂଶର ହିଲ୍‍କୟ;
Odia IRV 2017 (ଓଡିଆ ବାଇବେଲ)
ହାରୀମ-ବଂଶର ଅଦନ୍‍; ମରାୟୋତ୍‍-ବଂଶର ହିଲ୍‍କୟ;