Nehemiah 12:17 — Compare Translations
5 translations compared side by side
Odia - 1840
"ସିଖ୍ରି, ଅବିଯ ପରିବାରର ମୁଖ୍ଯ ଥିଲେ। ପିଲ୍ଟଲେ ମିନ୍ଯାମୀନ ଓ ମାେଯଦିଯ ପରିବାରର ମୁଖ୍ଯ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅବୀୟ-ବଂଶର ସିଖ୍ରି; ମିନ୍ୟାମୀନ-ବଂଶର, ମୋୟଦୀୟ-ବଂଶର ପିଲ୍ଟେୟ;
Odia Bible ERV 2004 (ପବିତ୍ର ବାଇବଲ)
ସିଖ୍ରି, ଅବିୟ ପରିବାରର ମୁଖ୍ୟ ଥିଲେ। ପିଲ୍ଟେୟ, ମିନ୍ୟାମିନ ଓ ମୋୟଦିୟ ପରିବାରର ମୁଖ୍ୟ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅବୀୟ-ବଂଶର ସିଖ୍ରି; ମିନ୍ୟାମୀନ-ବଂଶର, ମୋୟଦୀୟ-ବଂଶର ପିଲ୍ଟେୟ;
Odia IRV 2017 (ଓଡିଆ ବାଇବେଲ)
ଅବୀୟ-ବଂଶର ସିଖ୍ରି; ମିନ୍ୟାମୀନ-ବଂଶର, ମୋୟଦିୟ-ବଂଶର ପିଲ୍ଟେୟ;