Nehemiah 3:29 — Compare Translations

5 translations compared side by side

Odia - 1840
"ସମାନଙ୍କେ ପରେ ଇମ୍ ମାରେର ପୁତ୍ର ସାଦୋକ୍ ଆପଣା ଗୃହ ସମ୍ମୁଖ ରେ ଭଗ୍ନ ଅଂଶ ଗଠନ କଲେ। ତା'ପରେ ପୂର୍ବଦ୍ବାରପାଳ ଶିଖନିଯର ପୁତ୍ର ଶମଯିଯ ଜିର୍ଣ୍ଣ ପ୍ରାଚୀର ଗଠନ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନଙ୍କ ଉତ୍ତାରେ ଇମ୍ମେରର ପୁତ୍ର ସାଦୋକ୍ ଆପଣା ଗୃହ ସମ୍ମୁଖରେ ଜୀର୍ଣ୍ଣସଂସ୍କାର କଲା । ପୁଣି, ତାହା ଉତ୍ତାରେ ପୂର୍ବ-ଦ୍ଵାରପାଳ ଶିଖନୀୟର ପୁତ୍ର ଶମୟୀୟ ଜୀର୍ଣ୍ଣସଂସ୍କାର କଲା ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନଙ୍କ ପରେ ଇ‌‌‌‌‌‌ମ୍‌‌‌‌‌‌ମୋରର ପୁତ୍ର ସାଦୋକ୍ ଆପଣା ଗୃହ ସମ୍ମୁଖରେ ଭଗ୍ନ ଅଂଶ ଗଠନ କଲେ। ତା’ପରେ ପୂର୍ବଦ୍ୱାରପାଳ ଶିଖନିୟର ପୁତ୍ର ଶମୟିୟ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନଙ୍କ ପରେ ଇମ୍ମେରର ପୁତ୍ର ସାଦୋକ ଆପଣା ଗୃହ ସମ୍ମୁଖରେ ମରାମତି କଲା। ପୁଣି, ତାହା ପରେ ପୂର୍ବ-ଦ୍ୱାରପାଳ ଶଖନୀୟର ପୁତ୍ର ଶମୟୀୟ ମରାମତି କଲା।
Odia IRV 2017 (ଓଡିଆ ବାଇବେଲ)
ସେମାନଙ୍କ ପରେ ଇମ୍ମେରର ପୁତ୍ର ସାଦୋକ ଆପଣା ଗୃହ ସମ୍ମୁଖରେ ମରାମତି କଲା। ପୁଣି, ତାହା ପରେ ପୂର୍ବ-ଦ୍ୱାରପାଳ ଶଖନୀୟର ପୁତ୍ର ଶମୟୀୟ ମରାମତି କଲା।