Nehemiah 9:27 — Compare Translations

5 translations compared side by side

Odia - 1840
"ଏଣୁ ତୁମ୍ଭେ ସମାନଙ୍କେୁ ବିପକ୍ଷଗଣ ହସ୍ତ ରେ ସମର୍ପଣ କରିବାରୁ ସମାନେେ ସମାନଙ୍କେୁ କ୍ଲେଶ ଦେଲେ। ମାତ୍ର କ୍ଲେଶ ସମୟରେ, ସମାନେେ ତୁମ୍ଭଠା ରେ ସାହାୟ୍ଯ ପାଇଁ ଚିତ୍କାର କଲେ ଏବଂ ତୁମ୍ଭେ ସ୍ବର୍ଗରୁ ତାହା ଶୁଣିଲ। ଆପଣାର ବହୁବିଧ ଦୟାନୁସା ରେ ସମାନଙ୍କେୁ ଉଦ୍ଧାର କତ୍ତୁର୍ଗଣ ଦଲେ। ସମାନେେ ବିପକ୍ଷଗଣ ହସ୍ତରୁ ସମାନଙ୍କେୁ ଉଦ୍ଧାର କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହେତୁ ତୁମ୍ଭେ ସେମାନଙ୍କୁ ବିପକ୍ଷଗଣ ହସ୍ତରେ ସମର୍ପଣ କରନ୍ତେ, ସେମାନେ ସେମାନଙ୍କୁ କ୍ଳେଶ ଦେଲେ; ମାତ୍ର କ୍ଳେଶ ସମୟରେ ସେମାନେ ତୁମ୍ଭ ନିକଟରେ କ୍ରନ୍ଦନ କରନ୍ତେ, ତୁମ୍ଭେ ସ୍ଵର୍ଗରୁ ତାହା ଶୁଣିଲ; ଆଉ, ଆପଣାର ବହୁବିଧ ଦୟାନୁସାରେ ସେମାନଙ୍କୁ ଉଦ୍ଧାରକର୍ତ୍ତୃଗଣ ଦେଲ⇧, ସେମାନେ ବିପକ୍ଷଗଣ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଏଣୁ ତୁମ୍ଭେ ସେମାନଙ୍କୁ ବିପକ୍ଷଗଣ ହସ୍ତରେ ସମର୍ପଣ କରିବାରୁ ସେମାନେ ସେମାନଙ୍କୁ କ୍ଳେଶ ଦେଲେ। ମାତ୍ର କ୍ଳେଶ ସମୟରେ, ସେମାନେ ତୁମ୍ଭଠାରେ ସାହାଯ୍ୟ ପାଇଁ ଚିତ୍କାର କଲେ ଏବଂ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ। ଆପଣାର ବହୁବିଧ ଦୟାନୁସାରେ ସେମାନଙ୍କୁ ଉଦ୍ଧାର କର୍ତ୍ତୃଗଣ ଦେଲ। ସେମାନେ ବିପକ୍ଷଗଣ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହେତୁ ତୁମ୍ଭେ ସେମାନଙ୍କୁ ବିପକ୍ଷଗଣ ହସ୍ତରେ ସମର୍ପଣ କରନ୍ତେ, ସେମାନେ ସେମାନଙ୍କୁ କ୍ଳେଶ ଦେଲେ; ମାତ୍ର କ୍ଳେଶ ସମୟରେ ସେମାନେ ତୁମ୍ଭ ନିକଟରେ କ୍ରନ୍ଦନ କରନ୍ତେ, ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ; ଆଉ, ଆପଣାର ବହୁବିଧ ଦୟାନୁସାରେ ସେମାନଙ୍କୁ ସେମାନଙ୍କ ବିପକ୍ଷଗଣ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ।
Odia IRV 2017 (ଓଡିଆ ବାଇବେଲ)