Numbers 19:14 — Compare Translations
5 translations compared side by side
Odia - 1840
"କୌଣସି ମନୁଷ୍ଯ ତୁମ୍ବୁ ଭିତ ରେ ମଲେ ତହିଁର ବ୍ଯବସ୍ଥା ଏହି। ଯେ କହେି ସହେି ତମ୍ବୁ ରେ ଥାଏ ଓ ଯେ କହେି ସହେି ତମ୍ବୁକୁ ଆ ସେ ସେ ସାତଦିନ ପାଇଁ ଅଶୁଚି ହାଇେ ରହିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କୌଣସି ମନୁଷ୍ୟ ତମ୍ଵୁ ଭିତରେ ମଲେ, ତହିଁର ବ୍ୟବସ୍ଥା ଏହି; ଯେକେହି ସେହି ତମ୍ଵୁକୁ ଆସେ ଓ ସେହି ତମ୍ଵୁରେ ଥାଏ, ସେ ସାତ ଦିନ ଅଶୁଚି ହୋଇ ରହିବ ।
Odia Bible ERV 2004 (ପବିତ୍ର ବାଇବଲ)
“କୌଣସି ମନୁଷ୍ୟ ତୁମ୍ବୁ ଭିତରେ ମଲେ ତହିଁର ବ୍ୟବସ୍ଥା ଏହି। ଯେକେହି ସେହି ତମ୍ବୁରେ ଥାଏ ଓ ଯେକେହି ସେହି ତମ୍ବୁକୁ ଆସେ ସେ ସାତ ଦିନ ପାଇଁ ଅଶୁଚି ହୋଇ ରହିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କୌଣସି ମନୁଷ୍ୟ ତମ୍ବୁ ଭିତରେ ମଲେ, ତହିଁର ବ୍ୟବସ୍ଥା ଏହି; ଯେକେହି ସେହି ତମ୍ବୁକୁ ଆସେ ଓ ସେହି ତମ୍ବୁରେ ଥାଏ, ସେ ସାତ ଦିନ ଅଶୁଚି ହୋଇ ରହିବ।
Odia IRV 2017 (ଓଡିଆ ବାଇବେଲ)
କୌଣସି ମନୁଷ୍ୟ ତମ୍ବୁ ଭିତରେ ମଲେ, ତହିଁର ବ୍ୟବସ୍ଥା ଏହି; ଯେକେହି ସେହି ତମ୍ବୁକୁ ଆସେ ଓ ସେହି ତମ୍ବୁରେ ଥାଏ, ସେ ସାତ ଦିନ ଅଶୁଚି ହୋଇ ରହିବ।