Numbers 21:18 — Compare Translations
5 translations compared side by side
Odia - 1840
"ରାଜାମାନେ ଓ ଅଧିପତିମାନେ ସହେି କୂପ ଖୋଳିଛନ୍ତି। କୁଳୀନମାନେ ଓ ରାଜାମାନେ ସମାନଙ୍କେର ଆଶାବାଡି ରେ ଓ ରାଜଦଣ୍ତ ରେ ତାହା ଖାେଳିଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅଧିପତିମାନେ ସେହି କୂପ ଖୋଳିଛନ୍ତି, ଲୋକ-ମାନଙ୍କର କୁଳୀନମାନେ ରାଜଦଣ୍ତ ଓ ଆପଣା ଆପଣା ଯଷ୍ଟି ଘେନି ତାହା ଖୋଳିଛନ୍ତି ।”
Odia Bible ERV 2004 (ପବିତ୍ର ବାଇବଲ)
ରାଜାମାନେ ଓ ଅଧିପତିମାନେ ସେହି କୂପ ଖୋଳିଛନ୍ତି। କୁଳୀନମାନେ ଓ ରାଜାମାନେ ସେମାନଙ୍କର ଆଶାବାଡ଼ିରେ ଓ ରାଜଦଣ୍ଡରେ ତାହା ଖୋଳିଛନ୍ତି। ଏହା ମରୁଭୂମି ମଧ୍ୟରେ ଏକ ଉପହାର ଅଟେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅଧିପତିମାନେ ସେହି କୂପ ଖୋଳିଛନ୍ତି, ଲୋକମାନଙ୍କର କୁଳୀନମାନେ ରାଜଦଣ୍ଡ ଓ ଆପଣା ଆପଣା ଯଷ୍ଟି ଘେନି ତାହା ଖୋଳିଛନ୍ତି।”
Odia IRV 2017 (ଓଡିଆ ବାଇବେଲ)
ଅଧିପତିମାନେ ସେହି କୂପ ଖୋଳିଛନ୍ତି, ଲୋକମାନଙ୍କର କୁଳୀନମାନେ ରାଜଦଣ୍ଡ ଓ ଆପଣା ଆପଣା ଯଷ୍ଟି ଘେନି ତାହା ଖୋଳିଛନ୍ତି।”