Numbers 26:1 — Compare Translations
5 translations compared side by side
Odia - 1840
"ମହାମାରୀ ପରେ, ସଦାପ୍ରଭୁ ମାଶାେ ଓ ହାରୋଣର ପୁତ୍ର ଯାଜକ ଇଲିଯାସରକୁ କହିଲେ,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ମାରୀ ଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କ ପୁତ୍ର ଇଲୀୟାସର ଯାଜକକୁ, କହିଲେ,
Odia Bible ERV 2004 (ପବିତ୍ର ବାଇବଲ)
ଲୋକମାନଙ୍କର ଗଣନା ମହାମାରୀ ପରେ, ସଦାପ୍ରଭୁ ମୋଶା ଓ ହାରୋଣର ପୁତ୍ର ଯାଜକ ଇଲିୟାସରକୁ କହିଲେ,
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ମାରୀ ଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କ ପୁତ୍ର ଇଲୀୟାସର ଯାଜକକୁ, କହିଲେ,
Odia IRV 2017 (ଓଡିଆ ବାଇବେଲ)
ସେହି ମାରୀ ଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କ ପୁତ୍ର ଇଲୀୟାସର ଯାଜକକୁ, କହିଲେ,