Numbers 26:12 — Compare Translations
5 translations compared side by side
Odia - 1840
"ଏହି ପୁରୁଷମାନେ ହେଲେଶିମିଯୋନର ପରିବାରବର୍ଗ। ନମୂଯଲଠାରୁେ ନମୂଯଲେୀଯ ଗୋଷ୍ଠୀ ଏବଂ ୟାମୀନଠାରୁ ୟାମୀନୀଯ ଗୋଷ୍ଠୀ ଏବଂ ୟାଖୀନଠାରୁ ୟାଖୀନୀଯ ଗୋଷ୍ଠୀ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆପଣା ଆପଣା ବଂଶାନୁସାରେ ଶିମୀୟୋନର ସନ୍ତାନ; ନମୂୟେଲଠାରୁ ନମୂୟେଲୀୟ ବଂଶ; ଯାମୀନଠାରୁ ଯାମୀନୀୟ ବଂଶ; ଯାଖୀନଠାରୁ ଯାଖୀନୀୟ ବଂଶ;
Odia Bible ERV 2004 (ପବିତ୍ର ବାଇବଲ)
ଏହି ପୁରୁଷମାନେ ହେଲେ ଶିମିୟୋନର ପରିବାରବର୍ଗ। ନମୂୟେଲଠାରୁ ନମୂୟେଲୀୟ ଗୋଷ୍ଠୀ ଏବଂ ଯାମୀନଠାରୁ ଯାମୀନୀୟ ଗୋଷ୍ଠୀ ଏବଂ ଯାଖୀନଠାରୁ ଯାଖୀନୀୟ ଗୋଷ୍ଠୀ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆପଣା ଆପଣା ବଂଶାନୁସାରେ ଶିମୀୟୋନର ସନ୍ତାନ; ନମୂୟେଲଠାରୁ ନମୂୟେଲୀୟ ବଂଶ; ଯାମୀନ୍ଠାରୁ ଯାମୀନୀୟ ବଂଶ; ଯାଖୀନ୍ଠାରୁ ଯାଖୀନୀୟ ବଂଶ;
Odia IRV 2017 (ଓଡିଆ ବାଇବେଲ)
ଆପଣା ଆପଣା ବଂଶାନୁସାରେ ଶିମୀୟୋନର ସନ୍ତାନ; ନମୂୟେଲଠାରୁ ନମୂୟେଲୀୟ ବଂଶ; ଯାମୀନ୍ଠାରୁ ଯାମୀନୀୟ ବଂଶ; ଯାଖୀନ୍ଠାରୁ ଯାଖୀନୀୟ ବଂଶ;