Numbers 26:21 — Compare Translations
5 translations compared side by side
Odia - 1840
"ଏହି ସକଳ ସନ୍ତାନଗଣ ହେଲେ ପରେସ ଗୋଷ୍ଠୀ:ହିଷ୍ରୋଣଠାରୁ ହିଷ୍ରୋଣୀଯ ଗୋଷ୍ଠୀ; ହାମୂଲଠାରୁ ହାମୂଲୀଯ ଗୋଷ୍ଠୀ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ପେରସର ଏହି ସକଳ ସନ୍ତାନ; ହିଷ୍ରୋଣଠାରୁ ହିଷ୍ରୋଣୀୟ ବଂଶ; ହାମୂଲଠାରୁ ହାମୂଲୀୟ ବଂଶ ।
Odia Bible ERV 2004 (ପବିତ୍ର ବାଇବଲ)
ଏହି ସକଳ ସନ୍ତାନଗଣ ହେଲେ ପେରସ ଗୋଷ୍ଠୀ: ହିଷ୍ରୋଣଠାରୁ ହିଷ୍ରୋଣୀୟ ଗୋଷ୍ଠୀ; ହାମୂଲଠାରୁ ହାମୂଲୀୟ ଗୋଷ୍ଠୀ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ପେରସର ଏହି ସକଳ ସନ୍ତାନ ହିଷ୍ରୋଣଠାରୁ ହିଷ୍ରୋଣୀୟ ବଂଶ; ହାମୂଲଠାରୁ ହାମୂଲୀୟ ବଂଶ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ପେରସର ଏହି ସକଳ ସନ୍ତାନ ହିଷ୍ରୋଣଠାରୁ ହିଷ୍ରୋଣୀୟ ବଂଶ; ହାମୂଲଠାରୁ ହାମୂଲୀୟ ବଂଶ।