Numbers 26:44 — Compare Translations

5 translations compared side by side

Odia - 1840
"ଆଶରେ ପରିବାରବର୍ଗର ପରିବାରଗୁଡିକ ହେଲେ: ୟିମ୍ନଠାରୁ ୟିମ୍ନୀଯ ଗୋଷ୍ଠୀ; ୟିସବିଠାରୁ ୟିସବୀଯ ଗୋଷ୍ଠୀ; ବରିଯଠାରୁ ବରିଯୀଯ ଗୋଷ୍ଠୀ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆପଣା ଆପଣା ବଂଶାନୁସାରେ ଆଶେରର ସନ୍ତାନ; ଯିମ୍ନିଠାରୁ ଯିମ୍ନୀୟ ବଂଶ; ଯିସ୍ବିଠାରୁ ଯିସ୍ବୀୟ ବଂଶ; ବରୀୟଠାରୁ ବରୀୟୀୟ ବଂଶ ।
Odia Bible ERV 2004 (ପବିତ୍ର ବାଇବଲ)
ଆଶେର ପରିବାରବର୍ଗର ପରିବାରଗୁଡ଼ିକ ହେଲେ: ଯିମ୍ନଠାରୁ ଯିମ୍ନୀୟ ଗୋଷ୍ଠୀ; ଯି‌ସ୍‌ବିଠାରୁ ଯି‌ସ୍‌ବୀୟ ଗୋଷ୍ଠୀ; ବରିୟଠାରୁ ବରିୟୀୟ ଗୋଷ୍ଠୀ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆପଣା ଆପଣା ବଂଶାନୁସାରେ ଆଶେରର ସନ୍ତାନ; ଯିମ୍ନାଠାରୁ ଯିମ୍ନୀୟ ବଂଶ; ଯିଶ୍‍ବିଠାରୁ ଯିଶ୍‍ବିୟ ବଂଶ; ବରୀୟଠାରୁ ବରୀୟୀୟ ବଂଶ।
Odia IRV 2017 (ଓଡିଆ ବାଇବେଲ)
ଆପଣା ଆପଣା ବଂଶାନୁସାରେ ଆଶେରର ସନ୍ତାନ; ଯିମ୍ନାଠାରୁ ଯିମ୍ନୀୟ ବଂଶ; ଯିଶ୍‍ବିଠାରୁ ଯିଶ୍‍ବିୟ ବଂଶ; ବରୀୟଠାରୁ ବରୀୟୀୟ ବଂଶ।