Numbers 26:46 — Compare Translations
5 translations compared side by side
Odia - 1840
"ଆଶରରେ ମଧ୍ଯ ଏକ କନ୍ଯା ଥିଲା, ତା'ର ନାମ ସାରହ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଶେରର କନ୍ୟାର ନାମ ସାରହ ।
Odia Bible ERV 2004 (ପବିତ୍ର ବାଇବଲ)
ଆଶେରର ମଧ୍ୟ ଏକ କନ୍ୟା ଥିଲା, ତା’ର ନାମ ସାରହ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଶେରର କନ୍ୟାର ନାମ ସେରହ।
Odia IRV 2017 (ଓଡିଆ ବାଇବେଲ)
ଆଶେରର କନ୍ୟାର ନାମ ସେରହ।