Numbers 26:56 — Compare Translations

5 translations compared side by side

Odia - 1840
"ଉଭୟ େଛାଟ ଓ ବଡ ଗୋଷ୍ଠୀଗଣ ଲୋକସଂଖ୍ଯା ଅନୁସାରେ ଗୁଳାବାଣ୍ଟ କରି ସମାନଙ୍କେର ଭୂମି ନିର୍ଦ୍ଧାରଣ କରାୟିବା ଉଚିତ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବହୁତ ଓ ଅଳ୍ପ ଲୋକଙ୍କ ମଧ୍ୟରେ ଗୁଲିବାଣ୍ଟ ଅନୁସାରେ ସେମାନଙ୍କର ଅଧିକାର ବିଭକ୍ତ ହେବ ।
Odia Bible ERV 2004 (ପବିତ୍ର ବାଇବଲ)
ଉଭୟ ଛୋଟ ଓ ବଡ଼ ଗୋଷ୍ଠୀଗଣ ଲୋକସଂଖ୍ୟା ଅନୁସାରେ ଗୁଲିବାଣ୍ଟ କରି ସେମାନଙ୍କର ଭୂମି ନିର୍ଦ୍ଧାରଣ କରାଯିବା ଉଚିତ୍।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବହୁତ ଓ ଅଳ୍ପ ଲୋକଙ୍କ ମଧ୍ୟରେ ଗୁଲିବାଣ୍ଟ ଅନୁସାରେ ସେମାନଙ୍କର ଅଧିକାର ବିଭକ୍ତ ହେବ।”
Odia IRV 2017 (ଓଡିଆ ବାଇବେଲ)
ବହୁତ ଓ ଅଳ୍ପ ଲୋକଙ୍କ ମଧ୍ୟରେ ଗୁଲିବାଣ୍ଟ ଅନୁସାରେ ସେମାନଙ୍କର ଅଧିକାର ବିଭକ୍ତ ହେବ।”