Numbers 27:9 — Compare Translations

5 translations compared side by side

Odia - 1840
"ଯଦି ତାହାର କନ୍ଯା ବା ପୁତ୍ର ନଥାଏ ତବେେ ତାହାର ଅଧିକାର ତାହାର ଭାଇମାନଙ୍କୁ ଦବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେବେ ତାହାର କନ୍ୟା ନ ଥାଏ, ତେବେ ତାହାର ଅଧିକାର ତାହାର ଭାଇମାନଙ୍କୁ ଦେବ ।
Odia Bible ERV 2004 (ପବିତ୍ର ବାଇବଲ)
ଯଦି ତାହାର କନ୍ୟା ବା ପୁତ୍ର ନ ଥାଏ ତେବେ ତାହାର ଅଧିକାର ତାହାର ଭାଇମାନଙ୍କୁ ଦେବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯଦି ତାହାର କନ୍ୟା ନ ଥାଏ, ଯଦି ତାହାର ଅଧିକାର ତାହାର ଭାଇମାନଙ୍କୁ ଦେବ।
Odia IRV 2017 (ଓଡିଆ ବାଇବେଲ)
ଯଦି ତାହାର କନ୍ୟା ନ ଥାଏ, ଯଦି ତାହାର ଅଧିକାର ତାହାର ଭାଇମାନଙ୍କୁ ଦେବ।