Numbers 29:26 — Compare Translations

5 translations compared side by side

Odia - 1840
"ଆଉ ପଞ୍ଚମ ଦିନ ରେ ନଅଟି ଷଣ୍ତ ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରାୟିବା ଉଚିତ୍। ଏହିସବୁ ପଶୁଗୁଡିକର କୌଣସି ଖୁଣ ନଥିବା ଉଚିତ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ପଞ୍ଚମ ଦିନରେ ନିଖୁ; ନଅ ଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ,
Odia Bible ERV 2004 (ପବିତ୍ର ବାଇବଲ)
“ଆଉ ପଞ୍ଚମ ଦିନରେ ନଅ ଗୋଟି ଷଣ୍ଢ ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହିସବୁ ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ପଞ୍ଚମ ଦିନରେ ନିଖୁନ୍ତ ନଅ ଗୋବତ୍ସ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ,
Odia IRV 2017 (ଓଡିଆ ବାଇବେଲ)
ଆଉ ପଞ୍ଚମ ଦିନରେ ନିଖୁନ୍ତ ନଅ ଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ,