Numbers 29:32 — Compare Translations

5 translations compared side by side

Odia - 1840
"ଆଉ ସପ୍ତମ ଦିନ ରେ ସାତଟି ଷଣ୍ତ, ଦିଇ ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରାୟିବା ଉଚିତ୍। ଏହି ପଶୁଗୁଡିକର କୌଣସି କ୍ଷୁଣ ନଥିବା ଉଚିତ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ସପ୍ତମ ଦିନରେ ନିଖୁ; ସାତ ଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ,
Odia Bible ERV 2004 (ପବିତ୍ର ବାଇବଲ)
“ଆଉ ସପ୍ତମ ଦିନରେ ସାତୋଟି ଷଣ୍ଢ, ଦୁଇଟି ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ସପ୍ତମ ଦିନରେ ନିଖୁନ୍ତ ସାତ ଗୋବତ୍ସ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ,
Odia IRV 2017 (ଓଡିଆ ବାଇବେଲ)
ଆଉ ସପ୍ତମ ଦିନରେ ନିଖୁନ୍ତ ସାତ ଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ,