Numbers 32:38 — Compare Translations

5 translations compared side by side

Odia - 1840
"ପୁଣି ନାମାନ୍ତର ରେ ନବୋ, ବାଲମିଯୋଲ୍ ଓ ସିବମା, ଏହି ସମସ୍ତ ନଗର ନିର୍ମାଣ କଲେ। ସମାନେେ ଅନ୍ୟ ସହରମାନଙ୍କୁ ସମାନଙ୍କେର ମୂଳ ନାମ ରେ ଡାକିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ନାମାନ୍ତରରେ ନବୋ ଓ ବାଲ୍ମିୟୋଲ ଓ ସିବ୍ମା, ଏହି ସମସ୍ତ ନଗର ନିର୍ମାଣ କଲେ; ପୁଣି ସେମାନେ ଯେ ଯେ ନଗର ନିର୍ମାଣ କଲେ, ସେସମସ୍ତକୁ ଅନ୍ୟ ନାମ ଦେଲେ ।
Odia Bible ERV 2004 (ପବିତ୍ର ବାଇବଲ)
ପୁଣି ନାମାନ୍ତରରେ ନବୋ, ବା‌ଲ୍‌ମିୟୋଲ୍ ଓ ସି‌ବ୍‌ମା, ଏହି ସମସ୍ତ ନଗର ନିର୍ମାଣ କଲେ। ସେମାନେ ଅନ୍ୟ ସହରମାନଙ୍କୁ ସେମାନଙ୍କର ମୂଳ ନାମରେ ଡାକିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ନାମାନ୍ତରରେ ନବୋ, ବାଲ୍‍-ମୀୟୋନ୍‍ ଓ ସିବ୍‍ମା, ଏହି ସମସ୍ତ ନଗର ନିର୍ମାଣ କଲେ; ପୁଣି, ସେମାନେ ଯେଉଁ ଯେଉଁ ନଗର ନିର୍ମାଣ କଲେ, ସେହି ସମସ୍ତଙ୍କୁ ଅନ୍ୟ ନାମ ଦେଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ନାମାନ୍ତରରେ ନବୋ, ବାଲ୍‍-ମୀୟୋନ୍‍ ଓ ସିବ୍‍ମା, ଏହି ସମସ୍ତ ନଗର ନିର୍ମାଣ କଲେ; ପୁଣି, ସେମାନେ ଯେଉଁ ଯେଉଁ ନଗର ନିର୍ମାଣ କଲେ, ସେହି ସମସ୍ତଙ୍କୁ ଅନ୍ୟ ନାମ ଦେଲେ।