Numbers 33:16 — Compare Translations

5 translations compared side by side

Odia - 1840
"ସମାନେେ ସୀନଯ ମରୁଭୂମିରୁ ୟାତ୍ରା କରି କିବୋତ୍ହତ୍ତାବା ରେ ଛାଉଣୀ ସ୍ଥାପନ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଓ ସେମାନେ ସୀନୟ ପ୍ରାନ୍ତରରୁ ଯାତ୍ରା କରି କିବ୍ରୋତ୍-ହତ୍ତାବାରେ ଛାଉଣି ସ୍ଥାପନ କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ସୀନୟ ମରୁଭୂମିରୁ ଯାତ୍ରା କରି କିବ୍ରୋ‌‌‌ତ୍‌‌‌ହତ୍ତାବାରେ ଛାଉଣି ସ୍ଥାପନ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଓ ସେମାନେ ସୀନୟ ପ୍ରାନ୍ତରରୁ ଯାତ୍ରା କରି କିବ୍ରୋତ୍‍-ହତ୍ତାବାରେ ଛାଉଣି ସ୍ଥାପନ କଲେ।
Odia IRV 2017 (ଓଡିଆ ବାଇବେଲ)
ଓ ସେମାନେ ସୀନୟ ପ୍ରାନ୍ତରରୁ ଯାତ୍ରା କରି କିବ୍ରୋତ୍‍-ହତ୍ତାବାରେ ଛାଉଣି ସ୍ଥାପନ କଲେ।