Numbers 34:17 — Compare Translations
5 translations compared side by side
Odia - 1840
" ଯେଉଁମାନେ ତୁମ୍ଭମାନଙ୍କ ନିମନ୍ତେ ଦେଶ ଭାଗ କରିବେ, ସମାନେେ ହେଉଛନ୍ତି ଯାଜକ ଇଲିଯାସର ଓ ନୂନର ପୁତ୍ର ଯିହାଶୂେୟ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଉଁମାନେ ଦେଶ ବିଭାଗ କରି ତୁମ୍ଭମାନଙ୍କୁ ଦେବେ, ସେମାନଙ୍କର ନାମ ଏହି; ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ।
Odia Bible ERV 2004 (ପବିତ୍ର ବାଇବଲ)
“ଯେଉଁମାନେ ତୁମ୍ଭମାନଙ୍କ ନିମନ୍ତେ ଦେଶ ଭାଗ କରିବେ, ସେମାନେ ହେଉଛନ୍ତି ଯାଜକ ଇଲିୟାସର ଓ ନୂନର ପୁତ୍ର ଯିହୋଶୂୟ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ଯେଉଁମାନେ ଦେଶ ବିଭାଗ କରି ତୁମ୍ଭମାନଙ୍କୁ ଦେବେ, ସେମାନଙ୍କର ନାମ ଏହି; ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ।
Odia IRV 2017 (ଓଡିଆ ବାଇବେଲ)
“ଯେଉଁମାନେ ଦେଶ ବିଭାଗ କରି ତୁମ୍ଭମାନଙ୍କୁ ଦେବେ, ସେମାନଙ୍କର ନାମ ଏହି; ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ।