Numbers 35:20 — Compare Translations

5 translations compared side by side

Odia - 1840
"ଆଉ ଯବେେ କହେି ହିଂସା କରି କାହାକୁ ଆପଣା ହସ୍ତ ରେ ଆଘାତ କରେ, ଅବା କିଛି ଗୋଟିଏ ତା' ଉପରକୁ ଫିଙ୍ଗିଦିଏ ଓ ସେଥି ରେ ସହେି ଅନ୍ୟ ବ୍ଯକ୍ତି ମ ରେ, ତବେେ ଆଘାତକାରୀ ହତ୍ଯାକାରୀ ବୋଲି ବିବଚେିତ ହବେ ଓ ସେ ପ୍ରାଣଦଣ୍ତ ରେ ଦଣ୍ତିତ ହବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଯେବେ ହିଂସା କରି କେହି କାହାକୁ ଧକ୍କା ମାରେ, ଅବା ଛକି ବସି ତାହା ଉପରେ କିଛି ପକାଏ ଓ ତହିଁରେ ସେ ମରେ;
Odia Bible ERV 2004 (ପବିତ୍ର ବାଇବଲ)
“ଆଉ ଯେବେ କେହି ହିଂସା କରି କାହାକୁ ଆପଣା ହସ୍ତରେ ଆଘାତ କରେ, ଅବା କିଛି ଗୋଟିଏ ତା’ ଉପରକୁ ଫିଙ୍ଗିଦିଏ ଓ ସେଥିରେ ସେହି ଅନ୍ୟ ବ୍ୟକ୍ତି ମରେ, ତେବେ ଆଘାତକାରୀ ହତ୍ୟାକାରୀ ବୋଲି ବିବେଚିତ ହେବ ଓ ସେ ପ୍ରାଣଦଣ୍ଡରେ ଦଣ୍ତିତ ହେବ। ଯେଉଁ ବ୍ୟକ୍ତି ହତ୍ୟା କରିଥିଲା ତାକୁ ମୃତବ୍ୟକ୍ତିର ପରିବାରର କୌଣସି ସଦସ୍ୟ ତାକୁ ଦେଖିଲା ମାତ୍ରେ ହତ୍ୟା କରିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଯଦି ହିଂସା କରି କେହି କାହାକୁ ଧକ୍କା ମାରେ, ଅବା ଛକି ବସି ତାହା ଉପରେ କିଛି ପକାଏ ଓ ତହିଁରେ ସେ ମରେ;
Odia IRV 2017 (ଓଡିଆ ବାଇବେଲ)
ଆଉ ଯଦି ହିଂସା କରି କେହି କାହାକୁ ଧକ୍‍କା ମାରେ, ଅବା ଛକି ବସି ତାହା ଉପରେ କିଛି ପକାଏ ଓ ତହିଁରେ ସେ ମରେ;