Numbers 35:23 — Compare Translations
5 translations compared side by side
Odia - 1840
"ଅବା କହେି ଅଜାଣତ ରେ ଏକ ବଡ ପଥର ଫିଗିଂ କାହାକୁ ହତ୍ଯା କରେ, ଏହା ଜଣେ ବ୍ଯକ୍ତିକୁ ହତ୍ଯା କରିପା ରେ କିନ୍ତୁ ପଥର ଫୋପାଡିବା ସମୟରେ କାହାରିକୁ ଦେଖି ନଥିଲା ଅଥଚ ସେ ତାହାର ଶତୃ କି ଅନିଷ୍ଟ ଚେଷ୍ଟାକାରୀ ହାଇେ ନ ଥାଏ,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିଅବା ଯାହା ଦ୍ଵାରା ମନୁଷ୍ୟ ମରିପାରେ, ଏପରି କୌଣସି ପଥର କାହାରି ଉପରେ ନ ଦେଖି ପକାଏ ଓ ତହିଁରେ ସେ ମରେ, ଅଥଚ ସେ ତାହାର ଶତ୍ରୁ କି ଅନିଷ୍ଟ ଚେଷ୍ଟାକାରୀ ହୋଇ ନ ଥାଏ,
Odia Bible ERV 2004 (ପବିତ୍ର ବାଇବଲ)
ଅବା କେହି ଅଜାଣତରେ ଏକ ବଡ଼ ପଥର ଫିଙ୍ଗି କାହାକୁ ହତ୍ୟା କରେ, ଏହା ଜଣେ ବ୍ୟକ୍ତିକୁ ହତ୍ୟା କରିପାରେ କିନ୍ତୁ ପଥର ଫୋପାଡ଼ିବା ସମୟରେ କାହାରିକୁ ଦେଖି ନ ଥିଲା ଅଥଚ ସେ ତାହାର ଶତ୍ରୁ କି ଅନିଷ୍ଟ ଚେଷ୍ଟାକାରୀ ହୋଇ ନ ଥାଏ,
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିଅବା ଯାହା ଦ୍ୱାରା ମନୁଷ୍ୟ ମରିପାରେ, ଏପରି କୌଣସି ପଥର କାହାରି ଉପରେ ନ ଦେଖି ପକାଏ ଓ ତହିଁରେ ସେ ମରେ, ଅଥଚ ସେ ତାହାର ଶତ୍ରୁ କି ଅନିଷ୍ଟ ଚେଷ୍ଟାକାରୀ ହୋଇ ନ ଥାଏ,
Odia IRV 2017 (ଓଡିଆ ବାଇବେଲ)
କିଅବା ଯାହା ଦ୍ୱାରା ମନୁଷ୍ୟ ମରିପାରେ, ଏପରି କୌଣସି ପଥର କାହାରି ଉପରେ ନ ଦେଖି ପକାଏ ଓ ତହିଁରେ ସେ ମରେ, ଅଥଚ ସେ ତାହାର ଶତ୍ରୁ କି ଅନିଷ୍ଟ ଚେଷ୍ଟାକାରୀ ହୋଇ ନ ଥାଏ,