Numbers 35:7 — Compare Translations
5 translations compared side by side
Odia - 1840
"ସର୍ବମାଟେ ତୁମ୍ଭମାନେେ ଲବେୀୟମାନଙ୍କୁ ଅଠଚାଳିଶଟି ନଗର ଦବେ। ତୁମ୍ଭମାନେେ ସମାନଙ୍କେୁ ନଗର ସହିତ ଚାରଣ ଭୂମି ଦବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସର୍ବସୁଦ୍ଧା ତୁମ୍ଭେମାନେ ଲେବୀୟମାନଙ୍କୁ ଅଠଚାଳିଶ ନଗର ଦେବ; ତୁମ୍ଭେମାନେ ସେମାନଙ୍କୁ ନଗର ସଙ୍ଗେ ତହିଁର ତଳିଭୂମି ଦେବ ।
Odia Bible ERV 2004 (ପବିତ୍ର ବାଇବଲ)
ସର୍ବମୋଟ ତୁମ୍ଭେମାନେ ଲେବୀୟମାନଙ୍କୁ ଅଠଗ୍ଭଳିଶ୍ଟି ନଗର ଦେବ। ତୁମ୍ଭେମାନେ ସେମାନଙ୍କୁ ନଗର ସହିତ ଗ୍ଭରଣଭୂମି ଦେବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସର୍ବସୁଦ୍ଧା ତୁମ୍ଭେମାନେ ଲେବୀୟମାନଙ୍କୁ ଅଠଚାଳିଶ ନଗର ଦେବ; ତୁମ୍ଭେମାନେ ସେମାନଙ୍କୁ ନଗର ସଙ୍ଗେ ତହିଁର ତଳିଭୂମି ଦେବ।
Odia IRV 2017 (ଓଡିଆ ବାଇବେଲ)
ସର୍ବସୁଦ୍ଧା ତୁମ୍ଭେମାନେ ଲେବୀୟମାନଙ୍କୁ ଅଠଚାଳିଶ ନଗର ଦେବ; ତୁମ୍ଭେମାନେ ସେମାନଙ୍କୁ ନଗର ସଙ୍ଗେ ତହିଁର ତଳିଭୂମି ଦେବ।