Numbers 7:84 — Compare Translations
4 translations compared side by side
Odia - 1840
"ତହୁଁ ଏହିସବୁ ଦ୍ରବ୍ଯ ବଦେିର ଅଭିଷକେ ଦିନ, ଇଶ୍ରାୟେଲ ଅଧିପତିଗଣ ଦ୍ବାରା ଦତ୍ତ ହାଇେଥିଲା। ଯଥା:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବେଦିର ଅଭିଷେକ ଦିନ, ତହିଁର ପ୍ରତିଷ୍ଠାର୍ଥକ ଏହି ଉପହାର ଇସ୍ରାଏଲର ଅଧିପତିଗଣ ଦ୍ଵାରା ଦତ୍ତ ହୋଇଥିଲା; ରୂପାର ଦ୍ଵାଦଶ ଥାଳୀ ଓ ରୂପାର ଦ୍ଵାଦଶ କୁଣ୍ତ ଓ ସ୍ଵର୍ଣ୍ଣର ଦ୍ଵାଦଶ ଚମସ;
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବେଦିର ଅଭିଷେକ ଦିନ, ତହିଁର ପ୍ରତିଷ୍ଠାର୍ଥକ ଏହି ଉପହାର ଇସ୍ରାଏଲର ଅଧିପତିଗଣ ଦ୍ୱାରା ଦତ୍ତ ହୋଇଥିଲା; ରୂପାର ଦ୍ୱାଦଶ ଥାଳୀ, ରୂପାର ଦ୍ୱାଦଶ କୁଣ୍ଡ ଓ ସ୍ୱର୍ଣ୍ଣର ଦ୍ୱାଦଶ ଚାମଚ;
Odia IRV 2017 (ଓଡିଆ ବାଇବେଲ)
ବେଦିର ଅଭିଷେକ ଦିନ, ତହିଁର ପ୍ରତିଷ୍ଠାର୍ଥକ ଏହି ଉପହାର ଇସ୍ରାଏଲର ଅଧିପତିଗଣ ଦ୍ୱାରା ଦତ୍ତ ହୋଇଥିଲା; ରୂପାର ଦ୍ୱାଦଶ ଥାଳୀ, ରୂପାର ଦ୍ୱାଦଶ କୁଣ୍ଡ ଓ ସ୍ୱର୍ଣ୍ଣର ଦ୍ୱାଦଶ ଚାମଚ;