Numbers 8:26 — Compare Translations

5 translations compared side by side

Odia - 1840
"ତଥାପି ସମାନେେ ପଚାଶବର୍ଷ ବଯସ ରେ ମଧ୍ଯ ସମାଗମ ତମ୍ବୁ ରେ ଆପଣା ଭ୍ରାତାମାନଙ୍କୁ ସବୋକାର୍ୟ୍ଯ ରେ ସାହାୟ୍ଯ କରିବେ। କିନ୍ତୁ ସମାନେେ ନିଜ ମତାମତ ଅନୁସାରେ କାର୍ୟ୍ଯ କରିବା ଉଚିତ୍ ନୁହେଁ। ଏହି ରୂପେ ତୁମ୍ଭେ ଲବେୀୟମାନଙ୍କ ରକ୍ଷଣୀଯ ବିଷଯ ରେ ସମାନଙ୍କେ ପ୍ରତି ଉଚିତ୍ କରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତଥାପି ସେମାନେ ରକ୍ଷଣୀୟ ରକ୍ଷା କରିବାରେ ସମାଗମ-ତମ୍ଵୁରେ ଆପଣା ଆପଣା ଭ୍ରାତା ସହିତ ସେବାକର୍ମ କରିବେ ଓ ଅନ୍ୟ ସେବା କରିବେ ନାହିଁ; ଲେବୀୟମାନଙ୍କ ରକ୍ଷଣୀୟ ବିଷୟରେ ତୁମ୍ଭେ ସେମାନଙ୍କ ପ୍ରତି ଏରୂପ କରିବ ।
Odia Bible ERV 2004 (ପବିତ୍ର ବାଇବଲ)
ତଥାପି ସେମାନେ ପଗ୍ଭଶ୍ ବର୍ଷ ବୟସରେ ମଧ୍ୟ ସମାଗମ-ତମ୍ବୁରେ ଆପଣା ଭ୍ରାତାମାନଙ୍କୁ ସେବାକାର୍ଯ୍ୟରେ ସାହାଯ୍ୟ କରିବେ। କିନ୍ତୁ ସେମାନେ ନିଜ ମତାମତ ଅନୁସାରେ କାର୍ଯ୍ୟ କରିବା ଉଚିତ୍ ନୁହେଁ। ଏହିରୂପେ ତୁମ୍ଭେ ଲେବୀୟମାନଙ୍କ ରକ୍ଷଣୀୟ ବିଷୟରେ ସେମାନଙ୍କ ପ୍ରତି ଉଚିତ୍ କରିବ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତଥାପି ସେମାନେ ରକ୍ଷଣୀୟ ରକ୍ଷା କରିବାରେ ସମାଗମ-ତମ୍ବୁରେ ଆପଣା ଆପଣା ଭ୍ରାତା ସହିତ ସେବାକର୍ମ କରିବେ ଓ ଅନ୍ୟ ସେବା କରିବେ ନାହିଁ; ଲେବୀୟମାନଙ୍କ ରକ୍ଷଣୀୟ ବିଷୟରେ ତୁମ୍ଭେ ସେମାନଙ୍କ ପ୍ରତି ଏରୂପ କରିବ।”
Odia IRV 2017 (ଓଡିଆ ବାଇବେଲ)
ତଥାପି ସେମାନେ ରକ୍ଷଣୀୟ ରକ୍ଷା କରିବାରେ ସମାଗମ-ତମ୍ବୁରେ ଆପଣା ଆପଣା ଭ୍ରାତା ସହିତ ସେବାକର୍ମ କରିବେ ଓ ଅନ୍ୟ ସେବା କରିବେ ନାହିଁ; ଲେବୀୟମାନଙ୍କ ରକ୍ଷଣୀୟ ବିଷୟରେ ତୁମ୍ଭେ ସେମାନଙ୍କ ପ୍ରତି ଏରୂପ କରିବ।”