Philemon 1:12 — Compare Translations

7 translations compared side by side

Odia - 1840
"ମୁଁ ତାହାକୁ ତୁମ୍ଭ ପାଖକୁ ଫରୋଇ ଦେଉଛି। ତା ସହିତ ମାରେ ହୃଦୟ ମଧ୍ଯ ବନ୍ଧା ହାଇେଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ତ ମୋହର ହୃଦୟ ସ୍ଵରୂପ; ମୁଁ ତାହାକୁ ତୁମ୍ଭ ନିକଟକୁ ଫେରାଇ ପଠାଉଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏବେ ତାଙ୍କୁ ତୁମ ନିକଟକୁ ପଠାଇ ଦେବା ବେଳେ ମୋ’ ହୃଦୟ ବିଦୀର୍ଣ୍ଣ ହୋଇଗଲା ପରି ଲାଗୁଛି।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ତାହାକୁ ତୁମ୍ଭ ପାଖକୁ ଫେରାଇ ଦେଉଛି। ତା’ ସହିତ ମୋର ହୃଦୟ ମଧ୍ୟ ବନ୍ଧା ହୋଇଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ତ ମୋହର ହୃଦୟ ସ୍ୱରୂପ; ମୁଁ ତାହାକୁ ତୁମ୍ଭ ନିକଟକୁ ଫେରାଇ ପଠାଉଅଛି।
Odia IRV 2017 (ଓଡିଆ ବାଇବେଲ)
ସେ ତ ମୋହର ହୃଦୟ ସ୍ୱରୂପ; ମୁଁ ତାହାକୁ ତୁମ୍ଭ ନିକଟକୁ ଫେରାଇ ପଠାଉଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಕಾ ಮಿಯಾ ತುಜೆಕ್ಡೆ ಧಾಡುನ್ ದಿವ್ಕ್ ಲಾಗ್ಲಾ, ತಶೆ ಮಟ್ಲ್ಯಾರ್ ಮಾಜ್ಯಾ ಕಾಳ್ಜಾಚೊ ಎಕ್ ಇಸ್ಸೊಚ್ ತುಜೆಕ್ಡೆ ಧಾಡುನ್ ದಿವ್ಕ್ ಲಾಗ್ಲಾ ಮನುನ್ ಚಿಂತ್.