Philemon 1:17 — Compare Translations
7 translations compared side by side
Odia - 1840
"ଯଦି ତୁମ୍ଭେ ମାେତେ ମିତ୍ର ବୋଲି ଗ୍ରହଣ କରୁଛ, ତା' ହେଲେ ଅନୀସିମଙ୍କୁ ପୁନର୍ବାର ଗ୍ରହଣ କର। ମାେତେ ଯେପରି ସ୍ବାଗତ କରିଥାନ୍ତ, ସପରେି ତାହାକୁ ସ୍ବାଗତ କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ଯଦି ତୁମ୍ଭେ ମୋତେ ଜଣେ ସହଭାଗୀ ବୋଲି ମନେ କର, ତାହାହେଲେ ମୋତେ ଗ୍ରହଣ କଲା ପରି ତାହାକୁ ଗ୍ରହଣ କର ।
Odia BSI (ପବିତ୍ର ବାଇବଲ (CL) NT (BSI))
ତେଣୁ ମୋତେ ଯଦି ତୁମର ସହଯୋଗୀ ବୋଲି ମନେ କରୁଥାଅ, ମୋତେ ଯେପରି ସ୍ୱାଗତ କରି ଥାଆନ୍ତ, ତାକୁ ସେପରି ଗ୍ରହଣ କର।
Odia Bible ERV 2004 (ପବିତ୍ର ବାଇବଲ)
ଯଦି ତୁମ୍ଭେ ମୋତେ ମିତ୍ର ବୋଲି ଗ୍ରହଣ କରୁଛ, ତା’ହେଲେ ଅନୀସିମଙ୍କୁ ପୁନର୍ବାର ଗ୍ରହଣ କର। ମୋତେ ଯେପରି ସ୍ୱାଗତ କରିଥା’ନ୍ତ, ସେହିପରି ତାହାକୁ ସ୍ୱାଗତ କର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ଯଦି ତୁମ୍ଭେ ମୋତେ ଜଣେ ସହଭାଗୀ ବୋଲି ମନେ କର, ତାହାହେଲେ ମୋତେ ଗ୍ରହଣ କଲା ପରି ତାହାକୁ ଗ୍ରହଣ କର।
Odia IRV 2017 (ଓଡିଆ ବାଇବେଲ)
ଏଣୁ ଯଦି ତୁମ୍ଭେ ମୋତେ ଜଣେ ସହଭାଗୀ ବୋଲି ମନେ କର, ତାହାହେଲେ ମୋତେ ଗ୍ରହଣ କଲାପରି ତାହାକୁ ଗ୍ରହଣ କର ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎಕುಚ್ ಎಕ್ ವಿಶ್ವಾಸಾತ್ ಮಿಯಾ ತುಜೊ ವಾಂಗ್ಡಿ ಮನುನ್ ತಿಯಾ ಚಿಂತ್ತೆ, ತರ್ ಮಾಕಾ ಕಸೆ ತಿಯಾ ಸ್ವಾಗತ್ ಕರ್ತೆ, ತಸೆಚ್ ತೆಕಾಬಿ ಸ್ವಾಗತ್ ಕರ್.