Philemon 1:20 — Compare Translations

7 translations compared side by side

Odia - 1840
"ତେଣୁ ହେ ମାରେ ଭାଇ! ପ୍ରଭୁଙ୍କଠା ରେ ତୁମ୍ଭେ ମାେ ପାଇଁ କିଛି ଆବଶ୍ଯକୀୟ ବିଷୟ କର ବୋଲି, ମୁଁ କୁ ହେ। ଖ୍ରୀଷ୍ଟଙ୍କଠା ରେ ମାେ ହୃଦୟକୁ ଆଶ୍ବାସନା ଦିଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହଁ, ଭାଇ, ପ୍ରଭୁଙ୍କ ସହଭାଗିତାରେ ତୁମ୍ଭ ଦ୍ଵାରା ମୋହର ଲାଭ ହେଉ, ଖ୍ରୀଷ୍ଟଙ୍କଠାରେ ମୋହର ହୃଦୟକୁ ଆଶ୍ଵାସ ଦିଅ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତେଣୁ ଭାଇ! ମୋ” ପରି ଜଣେ ଖ୍ରୀଷ୍ଟବିଶ୍ୱାସୀ ଭାଇକୁ ପ୍ରଭୁଙ୍କ ଲାଗି ଅନୁଗୃହୀତ କର - ଏହାଦ୍ୱାରା ମୁଁ ବିଶେଷ ଉତ୍ସାହିତ ହେବି।
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ହେ ମୋର ଭାଇ! ପ୍ରଭୁଙ୍କଠାରେ ତୁମ୍ଭେ ମୋ’ ପାଇଁ କିଛି ଆବଶ୍ୟକୀୟ ବିଷୟ କର ବୋଲି, ମୁଁ କୁହେ। ଖ୍ରୀଷ୍ଟଙ୍କଠାରେ ମୋ’ ହୃଦୟକୁ ଆଶ୍ୱାସନା ଦିଅ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହଁ, ଭାଇ, ପ୍ରଭୁଙ୍କ ସହଭାଗିତାରେ ତୁମ୍ଭ ଦ୍ୱାରା ମୋହର ଲାଭ ହେଉ, ଖ୍ରୀଷ୍ଟଙ୍କଠାରେ ମୋହର ହୃଦୟକୁ ଆଶ୍ୱାସନା ଦିଅ।
Odia IRV 2017 (ଓଡିଆ ବାଇବେଲ)
ହଁ, ଭାଇ, ପ୍ରଭୁଙ୍କ ସହଭାଗିତାରେ ତୁମ୍ଭ ଦ୍ୱାରା ମୋହର ଲାଭ ହେଉ, ଖ୍ରୀଷ୍ଟଙ୍କଠାରେ ମୋହର ହୃଦୟକୁ ଆଶ୍ୱାସନା ଦିଅ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಬಗ್ ಮಾಜ್ಯಾ ಭಾವಾ, ಧನಿಯಾಸಾಟ್ನಿ ತಿಯಾಚ್ ಮಾಜ್ಯಾ ಉಪ್ಕಾರಾಕ್ ಪಡಲ್ಲೊ ಹೊವ್ಚೆ ಮನ್ತಲಿ ಮಾಜಿ ಆಶಾ, ತಸೆ ಹೊವ್ನ್ ಕ್ರಿಸ್ತಾತ್ ಮಾಜೊ ಮನ್ ಸಮಾದಾನಾನ್ ಭರಿ ಸಾರ್ಕೊ ಕರ್.