Philippians 3:2 — Compare Translations
7 translations compared side by side
Odia - 1840
"ଯେଉଁମାନେ ମନ୍ଦକର୍ମ ରେ ଲିପ୍ତ, ସମାନଙ୍କେଠାରୁ ସାବଧାନ ହାଇେ ରୁହ, ସମାନେେ କୁକୁରମାନଙ୍କ ପରି। ସମାନେେ ଲୋକମାନଙ୍କୁ ସୁନ୍ନତ287 ହବୋପାଇଁ ଦାବୀ କରନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କୁକୁରମାନଙ୍କଠାରୁ ସାବଧାନ, ଦୁଷ୍ଟ କାର୍ଯ୍ୟକାରୀ-ମାନଙ୍କଠାରୁ ସାବଧାନ, ସୁନ୍ନତବାଦୀ ଲୋକମାନଙ୍କଠାରୁ ସାବଧାନ;
Odia BSI (ପବିତ୍ର ବାଇବଲ (CL) NT (BSI))
ଯେଉଁମାନେ ଅସତ୍ କାର୍ଯ୍ୟରେ ଲିପ୍ତ, ଯେଉଁମାନେ ଶରୀରକୁ ବିକଳାଙ୍ଗ କରିବା ପାଇଁ ଜିଦ୍ ଧରନ୍ତି, ସେହି କୁକୁରମାନଙ୍କ ପ୍ରତି ସାବଧାନ।
Odia Bible ERV 2004 (ପବିତ୍ର ବାଇବଲ)
ଯେଉଁମାନେ ମନ୍ଦକର୍ମରେ ଲିପ୍ତ, ସେମାନଙ୍କଠାରୁ ସାବଧାନ ହୋଇ ରୁହ, ସେମାନେ କୁକୁରମାନଙ୍କ ପରି। ସେମାନେ ଲୋକମାନଙ୍କୁ ସୁନ୍ନତ ହେବା ପାଇଁ ଦାବୀ କରନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କୁକୁରମାନଙ୍କଠାରୁ ସାବଧାନ, ଦୁଷ୍ଟ କାର୍ଯ୍ୟକାରୀମାନଙ୍କଠାରୁ ସାବଧାନ, ସୁନ୍ନତବାଦୀ ଲୋକମାନଙ୍କଠାରୁ ସାବଧାନ;
Odia IRV 2017 (ଓଡିଆ ବାଇବେଲ)
କୁକୁରମାନଙ୍କଠାରୁ ସାବଧାନ, ଦୁଷ୍ଟ କାର୍ଯ୍ୟକାରୀମାନଙ୍କଠାରୁ ସାବଧାନ, ସୁନ୍ନତବାଦୀ ଲୋକମାନଙ୍କଠାରୁ ସାବଧାନ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾ ಕುತ್ರ್ಯಾಂಚ್ಯಾಕ್ನಾ ಹುರ್ಶಾಕಿನ್ ರ್ಹಾವಾ, ಬುರ್ಶಿಕಾಮಾ ಕರ್ತಲ್ಯಾಂಚ್ಯಾಕ್ನಾ ಹುರ್ಶಾಕಿನ್ ರ್ಹಾವಾ, ಅಂಗ್ ಕಾಪ್ತಲ್ಯಾ ವಿಶಯಾತ್ ಹುಶ್ಯಾರ್ಕಿ ರ್ಹಾವಾ.