Proverbs 10:12 — Compare Translations

5 translations compared side by side

Odia - 1840
"ହିଂସା କଳି ଆଣେ। କିନ୍ତୁ ପ୍ ରମେ ସବୁ ଅଧର୍ମକୁ କ୍ଷମା କରେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହିଂସା କଳି ଜନ୍ମାଏ, ମାତ୍ର ପ୍ରେମ ସବୁ ଅଧର୍ମ ଢାଙ୍କେ ।
Odia Bible ERV 2004 (ପବିତ୍ର ବାଇବଲ)
ହିଂସା କଳି ଆଣେ, କିନ୍ତୁ ପ୍ରେମ ସବୁ ଅଧର୍ମକୁ କ୍ଷମା କରେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହିଂସା କଳି ଜନ୍ମାଏ, ମାତ୍ର ପ୍ରେମ ସବୁ ଅଧର୍ମ ଢାଙ୍କେ।
Odia IRV 2017 (ଓଡିଆ ବାଇବେଲ)
ହିଂସା କଳି ଜନ୍ମାଏ, ମାତ୍ର ପ୍ରେମ ସବୁ ଅଧର୍ମ ଢାଙ୍କେ।