Proverbs 10:16 — Compare Translations
5 translations compared side by side
Odia - 1840
"ଧାର୍ମିକର ପରିଶ୍ରମ ପୁଣ୍ଯଜନକ, ପୁଣି ଅଧାର୍ମିକର ଆଯ ପାପଜନକ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଧାର୍ମିକର ପରିଶ୍ରମ ଜୀବନଜନକ, ପୁଣି ଅଧାର୍ମିକର ଆୟ ପାପଜନକ ।
Odia Bible ERV 2004 (ପବିତ୍ର ବାଇବଲ)
ଧାର୍ମିକର ପରିଶ୍ରମ ପୁଣ୍ୟଜନକ, ପୁଣି ଅଧାର୍ମିକର ଆୟ ପାପଜନକ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଧାର୍ମିକର ପରିଶ୍ରମ ଜୀବନଜନକ, ପୁଣି, ଅଧାର୍ମିକର ଆୟ ପାପଜନକ।
Odia IRV 2017 (ଓଡିଆ ବାଇବେଲ)
ଧାର୍ମିକର ପରିଶ୍ରମ ଜୀବନଜନକ, ପୁଣି, ଅଧାର୍ମିକର ଆୟ ପାପଜନକ।