Proverbs 13:15 — Compare Translations
5 translations compared side by side
Odia - 1840
"ଜଣେ ମନୁଷ୍ଯ ୟିଏ ଭଲ ଉପଦେଶ ଦିଏ, ଅନୁଗ୍ରହ ଲାଭ କରେ କିନ୍ତୁ ପ୍ରତାରକଗଣ ସମାନଙ୍କେୁ ବିପର୍ୟ୍ଯଯକୁ ଆଗଇେ ନିଅନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସୁବୁଦ୍ଧିର ଫଳ ଅନୁଗ୍ରହ, ମାତ୍ର ବିଶ୍ଵାସଘାତକର ପଥ ରଗଡ଼ା ।
Odia Bible ERV 2004 (ପବିତ୍ର ବାଇବଲ)
ଜଣେ ମନୁଷ୍ୟ ଯିଏ ଭଲ ଉପଦେଶ ଦିଏ ଅନୁଗ୍ରହ ଲାଭ କରେ, କିନ୍ତୁ ପ୍ରତାରକଗଣ ସେମାନଙ୍କୁ ବିପର୍ଯ୍ୟୟକୁ ଆଗେଇ ନିଅନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସୁବୁଦ୍ଧିର ଫଳ ଅନୁଗ୍ରହ, ମାତ୍ର ବିଶ୍ୱାସଘାତକର ପଥ କଠିନ ଅଟେ।
Odia IRV 2017 (ଓଡିଆ ବାଇବେଲ)
ସୁବୁଦ୍ଧିର ଫଳ ଅନୁଗ୍ରହ, ମାତ୍ର ବିଶ୍ୱାସଘାତକର ପଥ କଠିନ ଅଟେ।