Proverbs 13:23 — Compare Translations

5 translations compared side by side

Odia - 1840
"ଯଭେଳି ଗରୀବ ଲୋକ ତା'ର ଜମି ଚାଷ କରେ, ସେ ପ୍ରଚୁର ଶସ୍ଯ ପାଇପା ରେ କିନ୍ତୁ ଅନ୍ଯାଯ କାରଣରୁ ଏହା ବିନାଶ ହୁଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦରିଦ୍ରର ଚାଷ ଦ୍ଵାରା ଖାଦ୍ୟର ବାହୁଲ୍ୟ ହୁଏନ୍ତ ମାତ୍ର ଅନ୍ୟାୟ ସକାଶୁ କାହାର କାହାର ବିନାଶ ହୁଏ ।
Odia Bible ERV 2004 (ପବିତ୍ର ବାଇବଲ)
ଯେଭଳି ଗରିବ ଲୋକ ତା’ର ଜମି ଗ୍ଭଷ କରେ ସେ ପ୍ରଚୁର ଶସ୍ୟ ପାଇପାରେ, କିନ୍ତୁ ଅନ୍ୟାୟ କାରଣରୁ ଏହା ବିନାଶ ହୁଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଦରିଦ୍ରର ଚାଷ ଦ୍ୱାରା ଖାଦ୍ୟର ବାହୁଲ୍ୟ ହୁଏ; ମାତ୍ର ଅନ୍ୟାୟ ସକାଶୁ କାହାର କାହାର ବିନାଶ ହୁଏ।
Odia IRV 2017 (ଓଡିଆ ବାଇବେଲ)
ଦରିଦ୍ରର ଚାଷ ଦ୍ୱାରା ଖାଦ୍ୟର ବାହୁଲ୍ୟ ହୁଏ; ମାତ୍ର ଅନ୍ୟାୟ ସକାଶୁ କାହାର କାହାର ବିନାଶ ହୁଏ।