Proverbs 14:13 — Compare Translations

5 translations compared side by side

Odia - 1840
"ଏପରିକି ହସୁଥିବା ବେଳେ ହୃଦଯ ବ୍ଯଥା କରିପା ରେ ଏବଂ ଖୁସିର ସମାପ୍ତି ଦୁଃଖର ହାଇପୋ ରେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହାସ୍ୟକାଳରେ ମଧ୍ୟ ମନୋଦୁଃଖ ହୁଏ; ପୁଣି, ଆନନ୍ଦର ଶେଷ ଶୋକ ।
Odia Bible ERV 2004 (ପବିତ୍ର ବାଇବଲ)
ଏପରିକି ହସୁଥିବା ବେଳେ ହୃଦୟ ବ୍ୟଥା କରିପାରେ ଏବଂ ଖୁସୀର ସମାପ୍ତି ଦୁଃଖର ହୋଇପାରେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହାସ୍ୟକାଳରେ ମଧ୍ୟ ମନୋଦୁଃଖ ହୁଏ; ପୁଣି, ଆନନ୍ଦର ଶେଷ ଶୋକ।
Odia IRV 2017 (ଓଡିଆ ବାଇବେଲ)
ହାସ୍ୟକାଳରେ ମଧ୍ୟ ମନୋଦୁଃଖ ହୁଏ; ପୁଣି, ଆନନ୍ଦର ଶେଷ ଶୋକ।