Proverbs 15:4 — Compare Translations
5 translations compared side by side
Odia - 1840
"ଶାନ୍ତିର ବାକ୍ଯ ଜୀବନର ବୃକ୍ଷ ସ୍ବରୂପ। ମାତ୍ର କୁଟିଳ ବାକ୍ଯ ଆତ୍ମା ନଷ୍ଟ କରେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଶା; ଜିହ୍ଵା ଜୀବନ-ବୃକ୍ଷ ସ୍ଵରୂପ; ପୁଣି, କୁଟିଳ ଜିହ୍ଵା ଆତ୍ମାଭଙ୍ଗ କରେ ।
Odia Bible ERV 2004 (ପବିତ୍ର ବାଇବଲ)
ଶାନ୍ତିର ବାକ୍ୟ ଜୀବନର ବୃକ୍ଷ ସ୍ୱରୂପ, ମାତ୍ର କୁଟିଳ ବାକ୍ୟ ଆତ୍ମା ନଷ୍ଟ କରେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଶାନ୍ତ ଜିହ୍ୱା ଜୀବନ-ବୃକ୍ଷ ସ୍ୱରୂପ; ପୁଣି, କୁଟିଳ ଜିହ୍ୱା ଆତ୍ମା ଭଙ୍ଗ କରେ।
Odia IRV 2017 (ଓଡିଆ ବାଇବେଲ)
ଶାନ୍ତ ଜିହ୍ୱା ଜୀବନ-ବୃକ୍ଷ ସ୍ୱରୂପ; ପୁଣି, କୁଟିଳ ଜିହ୍ୱା ଆତ୍ମା ଭଙ୍ଗ କରେ।