Proverbs 2:17 — Compare Translations
5 translations compared side by side
Odia - 1840
"ସେ ୟୁବାବସ୍ଥା ରେ ବିବାହ କରିଥିବ। କିନ୍ତୁ ସେ ତା'ର ସ୍ବାମୀକୁ ଛାଡ଼ି ଥିବ। ପରମେଶ୍ବରଙ୍କ ଠା ରେ ଶପଥ କରି ବିବାହ କରିଥିବା କଥା ସେ ଭୁଲି ୟିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯାହାର ଗୃହ ମୃତ୍ୟୁଆଡ଼େ
Odia Bible ERV 2004 (ପବିତ୍ର ବାଇବଲ)
ସେ ଯୁବାବସ୍ଥାରେ ବିବାହ କରିଥିବ। କିନ୍ତୁ ସେ ତା’ର ସ୍ୱାମୀକୁ ଛାଡ଼ି ଥିବ। ପରମେଶ୍ୱରଙ୍କଠାରେ ଶପଥ କରି ବିବାହ କରିଥିବା କଥା ସେ ଭୁଲି ଯିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯାହାର ଗୃହ ମୃତ୍ୟୁୁ ଆଡ଼େ
Odia IRV 2017 (ଓଡିଆ ବାଇବେଲ)
ଯାହାର ଗୃହ ମୃତ୍ୟୁୁ ଆଡ଼େ