Proverbs 23:21 — Compare Translations
5 translations compared side by side
Odia - 1840
"ମାତାଲମାନେ ଓ ପଟେୁ ଦରିଦ୍ର ପିଡ଼ୀତ ହବେ। ପୁଣି ସମାନଙ୍କେୁ ଚିରା ବସ୍ତ୍ର ରେ ଘାଡ଼ୋଇ ଦିଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ମତୁଆଳା ଓ ପେଟୁକ ଦରିଦ୍ର ହେବେ; ପୁଣି ଘୁମା, ମନୁଷ୍ୟକୁ ଚିରାକନା ପିନ୍ଧାଇବ ।
Odia Bible ERV 2004 (ପବିତ୍ର ବାଇବଲ)
ମାତାଲମାନେ ଓ ପେଟୁ ଦରିଦ୍ର ପିଡ଼ୀତ ହେବ। ପୁଣି ସେମାନଙ୍କୁ ଚିରା ବସ୍ତ୍ରରେ ଘୋଡ଼ାଇ ଦିଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ମତୁଆଳା ଓ ପେଟୁକ ଦରିଦ୍ର ହେବେ; ପୁଣି ଘୁମା, ମନୁଷ୍ୟକୁ ଚିରାକନା ପିନ୍ଧାଇବ।
Odia IRV 2017 (ଓଡିଆ ବାଇବେଲ)
କାରଣ ମତୁଆଳା ଓ ପେଟୁକ ଦରିଦ୍ର ହେବେ ପୁଣି, ଘୁମା, ମନୁଷ୍ୟକୁ ଚିରାକନା ପିନ୍ଧାଇବ।