Proverbs 29:21 — Compare Translations

5 translations compared side by side

Odia - 1840
"ଯଦି ତୁମ୍ଭେ ତୁମ୍ଭ ସବେକକୁ ତା'ର ବାଲ୍ଯକାଳରୁ ଅଧିକ ପ୍ରଶ୍ରଯ ଦିଅ, ସେ ଜିଦ୍ଖୋର୍ ସବେକ ହାଇଯେିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେ ପିଲାଦିନୁ ଆପଣା ଦାସକୁ ଗେହ୍ଲା କରି ପାଳେ, ଶେଷରେ ସେହି ଦାସ ତାହାର ପୁତ୍ର ହୋଇ ଉଠେ ।
Odia Bible ERV 2004 (ପବିତ୍ର ବାଇବଲ)
ଯଦି ତୁମ୍ଭେ ତୁମ୍ଭ ସେବକକୁ ତା’ର ବାଲ୍ୟକାଳରୁ ଅଧିକ ପ୍ରଶ୍ରୟ ଦିଅ, ସେ ଜି‌‌‌ଦ୍‌‌‌ଖୋର୍ ସେବକ ହୋଇଯିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେ ପିଲାଦିନୁ ଆପଣା ଦାସକୁ ଗେହ୍ଲା କରି ପାଳେ, ଶେଷରେ ସେହି ଦାସ ତାହାର ପୁତ୍ର ହୋଇ ଉଠେ।
Odia IRV 2017 (ଓଡିଆ ବାଇବେଲ)
ଯେ ପିଲାଦିନୁ ଆପଣା ଦାସକୁ ଗେହ୍ଲା କରି ପାଳେ, ଶେଷରେ ସେହି ଦାସ ତାହାର ପୁତ୍ର ହୋଇ ଉଠେ।